www.samajalive.in
Monday, December 8, 2025
20.1 C
Bhubaneswar

ସଡକ ଦୁର୍ଘଟଣାରେ ଦୁଇ ମୃତ

ଟିଟିଲାଗଡ଼- ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଳା ବ୍ଲକ କୁଶୁମଖାଲ ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତା କଡକୁ ଓଲଟି ପଡିଥିଲା ।

କାର୍‌ରେ ଥିବା ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଏଥିରେ ଥିବା ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ୩ ଜଣଙ୍କୁ ଭୀମଭୋଇ ମେଡିକାଲ୍‌ କଲେଜ୍‌କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳେ ସଇଁତଳାରେ ଜଣଙ୍କର ଚିକିତ୍ସା ଚାଲିଛି ।

- Advertisement -

ଗାଡିଟି ଭବାନୀପାଟଣା ପଟୁ ବଲାଙ୍ଗୀର ଯାଉଥିଲା । ମୃତାହତଙ୍କ ପରିଚୟ ପରିଚୟ ମିଳିନ ଥିବା ବେଳେ ସମସ୍ତେ କଳାହାଣ୍ଡି ଜିଲ୍ଲା ରୁଫଡା ଅଞ୍ଚଳର ବୋଲି ସଇଁତଲା ଥାନା ଆଇଆଇସି ସନ୍ତୋଷ ପ୍ରଧାନ କହିଛନ୍ତି l

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories