ଅଯୋଧ୍ୟା ରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ପ୍ରାଣ ପ୍ରତିଷ୍ଠା ଯଜମାନୀ କାର୍ଯ୍ୟ ଆରମ୍ଭ କଲେ..
ମଙ୍ଗଳ ଧ୍ୱନିରେ ପ୍ରକମ୍ପିତ ଅଯୋଧ୍ୟା ନଗରୀ ; ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ହେବ ପ୍ରାଣପ୍ରତିଷ୍ଠା..
ଆଗାମୀ ୪ଦିନ ଉତ୍ତର , ଉପକୂଳ ଏବଂ ଦକ୍ଷିଣ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା..
ଫେବୃଆରୀରେ ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟଙ୍କ ସହ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ମିଳିତ ଆନ୍ଦୋଳନକୁ ଓହ୍ଲାଇବ..
ପାଠ ପଢ଼ିବେ ହାତୀ, ଜନବସତି ମୁହାଁ ବଣୁଆ ହାତୀକୁ ଘଉଡ଼ାଇବେ..
ବାଲୁକା କଳାରେ ନିର୍ମିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ପାଇଁ ବିଶ୍ୱ ରେକର୍ଡ ଅର୍ଜନ କରିଛନ୍ତି ସୁଦର୍ଶନ..
ଜଗସିଂହପୁରରେ ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ..
ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ୪୦ ଗୋରୁଙ୍କ ମୃତ୍ୟୁ..



