www.samajalive.in
Thursday, December 11, 2025
27.1 C
Bhubaneswar

ବିସ୍ମୟକର ହେଲେ ବି ସତ- ଆଦିମାନବ କରୁଥିଲେ ଏହି କାମ

ଆଦିମାନବ ଖାଉଥିଲେ ପନିପରିବା
ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡ଼ିଥାଏ ଯେ ଆଦିମାନବଙ୍କୁ ରନ୍ଧାକୌଶଳ ଜଣାନଥିବାରୁ ସେମାନେ ପଶୁପକ୍ଷୀଙ୍କୁ ଶିକାର କରି ଖାଉଥିଲେ।

ସେମାନେ ଗଛ ଫଳକୁ ଆଣି ମଧ୍ୟ ଖାଉଥିବା ଅନୁମାନ କରାଯାଉଛି। ଏହି ତଥ୍ୟକୁ ଆଧାର କରି ଆମେରିକା ଗବେଷକଦଳ କିଛି ବର୍ଷ ହେଲା ଅନୁଧ୍ୟାନ ଚଳାଇବା ପରେ ନିକଟରେ ଏ ସଂକ୍ରାନ୍ତ କେତେକ ତଥ୍ୟ ହାସଲ କରିଛନ୍ତି। ହଜାରହଜାର ବର୍ଷ ତଳେ ପୃଥିବୀପୃଷ୍ଠରେ ଚଳପ୍ରଚଳ କରୁଥିବା ଆଦିମାନବମାନେ ପନିପରିବା ଖାଇବାକୁ ଅଧିକ ପସନ୍ଦ କରୁଥିଲେ।

- Advertisement -

ଆଦିମାନବ କଞ୍ଚା ନୁହେଁ, ବରଂ ସେସବୁକୁ ରାନ୍ଧି ଖାଉଥିଲେ ବୋଲି କହିଛନ୍ତି ଗବେଷକଦଳ। ଗବେଷଣାବେଳେ ସେମାନେ ବେଲିଜିୟମ୍‌ର ଏକ ପ୍ରାଚୀନ ଗୁମ୍ପାରୁ ନିନ୍‌ଣ୍ଡରଥାଲ ପ୍ରଜାତିର ମାନବଙ୍କ ଦାନ୍ତ ଠାବ କରିଥିଲେ। ପରୀକ୍ଷା କରିବା ପରେ ସେହି ଦାନ୍ତର କ୍ଷୁଦ୍ର କଣିକାରୁ ଜଣାପଡ଼ିଥିଲା ଯେ ଆଦିମାନବମାନେ ବିନ୍, କନ୍ଦମୂଳ, ଚେରମୂଳି ଆଦିକୁ ରାନ୍ଧି ଖାଉଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories