www.samajalive.in
Monday, December 8, 2025
27.1 C
Bhubaneswar

ଏଣିକି ବିଳମ୍ବରେ ଅଫିସ୍‌‌ ଆସିଲେ କଟିବ ଦରମା ; ଲାଗୁ ହେଲା ନୂଆ ନିୟମ

ଭୁବନେଶ୍ୱର : ଏଣିକି ଅଫିସ୍‌‌ ବିଳମ୍ବରେ ଆସିଲେ କଟିବ ଦରମା। ବିଏମସି କର୍ମଚାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ କଟିବ ଦରମା। କାର୍ଯ୍ୟରେ ଅବହେଳା ଯୋଗୁଁ ବିଏମସି ଶନିବାର ଏହି ନିଷ୍ପତ୍ତି ନେଇଛି। ଦରମା କାଟିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀ ସକାଳ ୯ଟା ୪୫ରୁ ୧୦ଟା ୧୫ ମଧ୍ୟରେ ପହଞ୍ଚିବେ। ୧୦ଟା ୩୦ ମିନିଟ୍‌‌ ପରେ ପହଞ୍ଚିଲେ ସେମାନଙ୍କ ଦରମା କଟାଯିବ। ବିଏମସି ମୁଖ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ଡିଏଲଆର,ସିଏଲଆର, ଠିକା,ଆଉଟସୋସିଂ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ତଦାରଖ ପାଇଁ ପ୍ରତି ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ମୁତୟନ ରହିବେ। ୫ଟିର ମୂଳତତ୍ତ୍ୱ ବା ମୌଳିକତା ହେଉଛି ସମୟାନୁବର୍ତ୍ତିତା। ବିଏମସି କର୍ମଚାରୀ ଠିକ୍‌‌ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବେ। ଏନେଇ ବିଏମସି କମିଶନର ବିଜ୍ଞପ୍ତି ଜାରି କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories