www.samajalive.in
Monday, December 8, 2025
17.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଜମ୍ମୁ-କାଶ୍ମୀରର ୨ଟି ଜିଲାରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ..

ପୁଞ୍ଚ୍‌‌ ଓ ରଜୌରୀରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ..

- Advertisement -

ସୁରକ୍ଷାକର୍ମୀଙ୍କ ତଲାସି ଅଭିଯାନ ପାଇଁ ଇଣ୍ଟରନେଟ୍‌‌ ସେବା ବନ୍ଦ..

ପୁଞ୍ଚ୍‌‌ରେ ୪ ଯବାନ ଶହୀଦ୍‌‌ ପରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ଚାଲିଛି ତଲାସି ଅଭିଯାନ..

ରାଉରକେଲାରେ ବ୍ୟାପୁଛି ହଇଜା.. ଜୋରସୋରରେ ଚାଲିଛି ପାଇପ୍‌‌ କାମ..

ଦୂଷିତ ପାଇପ୍‌‌ ପାଣି ଯୋଗୁଁ ବ୍ୟାପୁଥିବା ସୂଚନା..

ଜାରି ରହିଛି ଶୀତ ..୧୦ ଡିଗ୍ରୀ ତଳେ ୧୦ ସହର ରାତି ତାପମାତ୍ରା ରେକର୍ଡ..

୨୪ ଘଣ୍ଟାରେ ଶୀତ କମିବା ସମ୍ଭାବନା..

ଭୁବନେଶ୍ୱର : ଦୀର୍ଘ ୩୫ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୪ ନୂଆ ଅତିଥି..

ଦୁଇଟି ୱାଲାବି, ଦୁଇଟି ଲିଭିଂଷ୍ଟୋନ ଟୁରାକୋ..

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଚାଲିଛି ଜୋରସୋର୍‌‌ ପ୍ରସ୍ତୁତି..

ଭୁବନେଶ୍ୱର : ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ.. ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା..

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories