www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କୁସ୍ତି ସଂଘର ନୂଆ ସଭାପତିଙ୍କ ବିରୋଧରେ ବଜରଙ୍ଗ ପୁନିଆଙ୍କ ବଡ଼ ପଦକ୍ଷେପ.. ଫେରାଇଲେ ପଦ୍ମଶ୍ରୀ ପୁରସ୍କାର..

ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ..

- Advertisement -

ରଜୌରୀ ଆତଙ୍କୀ ହାମ୍‌ଲାରେ ୫ ଯବାନ ସହିଦ୍ ଘଟଣା.. ଆମେରିକା ନିର୍ମିତ ରାଇଫଲ ବ୍ୟବହାର କରିଥିଲେ ଆତଙ୍କବାଦୀ..

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ବାନ୍ଧିଲା ଭିଜିଲାନ୍ସ..

ହାଇକୋର୍ଟଙ୍କ ରାୟ.. ବିନା ଅନୁମତିରେ ହୋଇ ପାରିବନି ନୂଆ ଜିଲ୍ଲା ଗଠନ..

ନକ୍ସଲ ହିଂସା.. ଛତିଶଗଡ ଓ ଝାଡଖଣ୍ଡ ସୀମାବର୍ତ୍ତୀ ୪ ଜିଲାର ଏସପିଙ୍କୁ ଆଲର୍ଟ ନିର୍ଦ୍ଦେଶ.. କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, କେନ୍ଦୁଝର ଏସ୍‌‌ପିଙ୍କୁ ଆଲର୍ଟ.. ସୀମାରେ ସୁରକ୍ଷା କଡାକଡି ସହ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ..

ରାଉରକେଲା : ହଇଜାରେ ଆକ୍ରାନ୍ତ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା..

ଜଗତସିଂହପୁର : ଘର ଭିତରେ ପଶି ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା.. ଅଭିଯୁକ୍ତକୁ ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ.. ପୁଲିସ ତଦନ୍ତ ଆରମ୍ଭ..

ଚଳନ୍ତା ବାଇକ୍‌‌ରୁ ଲୁଟେରା ଝାମ୍ପି ନେଲେ ମହିଳାଙ୍କ ସୁନା ଚେନ୍‌‌ .. ପୁରୀ-କେନାଲ ରୋଡ୍‌‌ରେ ମହିଳାଙ୍କ ସୁନା ଚେନ୍‌‌ ଝାମ୍ପି ନେଇ ଦୁର୍ବୃତ୍ତ ଫେରାର.. ବାଇକ୍‌‌ରେ ଯାଉଥିଲେ ଦମ୍ପତି..

ଯାଜପୁରର ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରାମାଡ.. ଭଦ୍ରକସ୍ଥିତ ଘରେ ଛୁରା ଭୁଷିଛନ୍ତି ଦୁର୍ବୃତ୍ତ..

ଶୀତ ଚାଦରରେ ସାରା ରାଜ୍ୟ.. ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ..

ଏଏସଓ ଚୟନ.. ଓପିଏସସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇ ନାହିଁ- ହାଇକୋର୍ଟ..

ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମାଗାଦିର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ..

ଡିସେମ୍ବର ୨୨ ବର୍ଷର ସବୁଠାରୁ ଛୋଟ ଦିନ..

ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories