କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଆଜି ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ କରାଯାଇଛି। ଟାଉନ ଥାନା ନସଡିପୁରରେ ଚଢାଉ କରି ପୁଲିସ ଏହି ବାଣ ଜବତ କରିଛି। ଗୋଟିଏ ଘରୁ ଲକ୍ଷାଧିକ ଟଙ୍କାର ପେଟି ପେଟି ବାଣ ଜବତ କରାଯାଇଛି। ବାଣ ଗଚ୍ଛିତ ଥିବା ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି।
Popular Categories



