www.samajalive.in
Monday, December 8, 2025
27.1 C
Bhubaneswar

ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ୍‌ ଆଜି ଗୋଟିଏ ଦିନ ପାଇଁ ବାତିଲ..

ଗତକାଲି ସର୍ଲା ନିକଟରେ ମଇଁଷିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା ଏହି ମେମୁ ଟ୍ରେନ୍‌..

- Advertisement -

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସାଂସଦ ମହୁଆ ମୈତ୍ରଙ୍କ ସଦସ୍ୟତା ରଦ୍ଦ ପାଇଁ ଲୋକସଭା ସଦାଚାର କମିଟିର ସୁପାରିସ୍‌..

ହରିୟାଣାରେ ଚଳନ୍ତା ବସ୍‌ରେ ନିଆଁ ଲାଗି ୨ ମୃତ, ଅନେକ ଗୁରୁତର..

ଜମ୍ମୁ କାଶ୍ମୀର ସୋପିଆନର କାଥୋହାଲନ ଅଞ୍ଚଳରେ ଶ୍ରୀନଗରରେ ସୁରକ୍ଷା ବଳ – ଆତଙ୍କବାଦୀ ମୁହାଁମୁହିଁ..

ଜଣେ ଆତଙ୍କବାଦୀ ମୃତ..

ସମ୍ବଲପୁର ସମଲେଶ୍ବରୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ..

ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା..

ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ନଭେମ୍ବର ୨୨ରୁ ବିଧାନସଭା ଆଗରେ ଧାରଣା ଦେବେ ଘରୋଇ ବସ ମାଲିକ ସଙ୍ଘ..

ଡିସେମ୍ବର ୧ରୁ ବସ ଧର୍ମଘଟ..

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ, ନଭେମ୍ବର ୨୦ରୁ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି..

ଗବେଷଣା ସନ୍ଦର୍ଭ କପି ଘଟଣାରେ ଓଡିଆ ଅଧ୍ୟାପିକା ରୀନା ମୁର୍ମୁଙ୍କ ଡକ୍ଟରେଟ ଉପାଧି ପ୍ରତ୍ୟାହାର କଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ..

ଭୁବନେଶ୍ବରରେ ଆରମ୍ଭ ହେଲା ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ..

ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ବିଶ୍ୱକପ କ୍ରିକେଟରେ ଆଜି ନ୍ୟୁଜିଲାଣ୍ଡ – ଶ୍ରୀଲଙ୍କା ମୁକାବିଲା..

ଭୁବନେଶ୍ୱର : ଟ୍ୱିନ ସିଟିରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ..

କଟକରେ ତାପମାତ୍ରା ୧୯ ଓ ଭୁବନେଶ୍ୱରର ତାପମାତ୍ରା ୧୮.୫ ଡିଗ୍ରୀ..

ବିଶ୍ୱକପ୍‌‌ ସେମି ଓ ଫାଇନାଲ୍‌‌ ଟିକେଟ ପାଇଁ ଆଜି ଶେଷ ସୁଯୋଗ..

ଆଜି ବଳକା ଥିବା ଟିକେଟକୁ ଅନ୍‌‌ଲାଇନରେ ବିକ୍ରି କରିବ ବିସିସିଆଇ..

ଅଫିସିଆଲ ୱେବସାଇଟ୍‌‌ରେ ଆଜି ରାତି ୮ଟାରୁ ମିଳିବ ଟିକେଟ୍‌‌..

ଆଜିଠୁ ଭୁବନେଶ୍ବରରେ ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ..

ବିଷୟବସ୍ତୁ ରହିଛି – ଆଧୁନିକ ଯୁଗର ଆହ୍ବାନ ନିମନ୍ତେ ପ୍ରାଚୀନ ଶସ୍ୟ ମିଲେଟସ୍..

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories