www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପୁଣି ବ୍ୟବସାୟିକ ସିଲିଣ୍ଡର ଦର ବୃଦ୍ଧି ..୨ ମାସରେ ୨ ଥର ବଢିଲା ଦାମ୍‌‌..

ଉତ୍ତରପ୍ରଦେଶର ପ୍ରୟାଗରାଜ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନର ୨ଟି କୋଚ୍ ସହ ଇଞ୍ଜିନ ଲାଇନଚ୍ୟୁତ.. ମରାମତି କାମ ଜାରି..

- Advertisement -

ପାରା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତି ଦିଲ୍ଲୀ ଫେରିଲେ ଓଡିଆ ପୁଅ ପ୍ରମୋଦ ଭଗତ..

ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ମାରିବା ଉପରେ ଆଜିଠାରୁ ୨୦୨୪ ମେ ୩୧ ପର୍ଯ୍ୟନ୍ତ କଟକଣା..

ଧାମରା, ଦେବୀ ଓ ଋଷିକୂଲ୍ୟା ମୁହାଣରୁ ୨୦ କିଲୋମିଟର ଯାଏଁ ମାଛ ମାରିବା ମନା..

ଆଜି କଳାହାଣ୍ଡିରେ ଗଡ଼ିବ ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ବିଶ୍ୱକପ କ୍ରିକେଟରେ ଆଜି ନ୍ୟୁଜିଲାଣ୍ଡ – ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା..

+୩ କଲେଜରୁ ଅଲଗା ହେବ +୨ କଲେଜ, ୫ ଜିଲ୍ଲାରେ ହାଇସ୍କୁଲକୁ ସ୍ଥାନାନ୍ତର ହେବ +୨ କଲେଜ..

ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ ଦିଆଯିବ ଅସ୍ଥାୟୀ ନିଯୁକ୍ତି..

ଭୁବନେଶ୍ୱର ଆରବିଆଇ ସମ୍ମୁଖରେ ଇଓଡବ୍ଲ୍ୟୁ ଟିମ୍‌‌..

ଭୁବନେଶ୍ୱର : ଚିନ୍ତା ବଢାଇଲା ପିଆଜ ଦର.. ପ୍ରାୟ ସବୁ ସ୍ଥାନରେ ପିଆଜ କିଲୋ ୬୦ ରୁ ୭୦ ଟଙ୍କା ..

ବାଲୁଗାଁ : ଛିଡା ହୋଇଥିବା କଣ୍ଟେନରକୁ ପିଟିଲା ଅଟୋ.. ୫ ଆହତ.. ୫ ଆହତଙ୍କ ମଧ୍ୟରେ ଜଣେ ଗୁରୁତର..

ଭୁବନେଶ୍ୱର ସ୍ଥାନାନ୍ତର.. ୧୬ ନମ୍ବର ଜାତୀୟ ରାଜପଥ କୋଟରି ଛକରେ ଦୁର୍ଘଟଣା..

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇର ବଡ ପଦକ୍ଷେପ..

ମୁମ୍ବଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories