ଇନ୍ଦୋର ଦିନିକିଆରେ ଭାରତ ୩୯୯/୫.. ଗିଲ ଓ ଆୟରଙ୍କ ଶତକ ପରେ ରାହୁଲ ଓ ସୂର୍ଯ୍ୟଙ୍କ ଅର୍ଦ୍ଧଶତକ..
ସୁନ୍ଦରଗଡ଼: ଛୁରାମାଡ଼ କରି ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍.. ତଳସର ଥାନା ତୁମୁଲିଆ ନିକଟ ପେଟ୍ରୋଲ ପମ୍ପରୁ ଲୁଟ୍.. ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ପେଟ୍ରୋଲ ପମ୍ପ ମାଲିକ ଆହତ.. କ୍ୟାସ୍ କାଉଣ୍ଟରରୁ କେତେ ଟଙ୍କା ଲୁଟ୍ ହୋଇଛି ଜଣାପଡ଼ିନି..
ଅଷ୍ଟ୍ରେଲିଆ ବିପକ୍ଷରେ ଗିଲ-ଆୟରଙ୍କ ଚତୁର୍ଥ ପାର୍ଟନରସିପ.. ଲକ୍ଷ୍ମଣ-ଯୁବରାଜ(୨୧୩), କୋହିଲି-ଧାୱନ(୨୧୨).. ଅଷ୍ଟ୍ରେଲିଆ ବିପକ୍ଷରେ ୨ଶହ ରନର ପାର୍ଟନରସିପ ଚତୁର୍ଥ ସର୍ବାଧିକ..
ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଶୁବମନ ଗିଲଙ୍କ ରେକର୍ଡ.. ସବୁଠୁ କମ୍ ୩୫ଟି ଇନିଂସ ଖେଳି ଷଷ୍ଠ ଶତକ କଲେ ଗିଲ..
ପୋଖରୀପୁଟରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ.. ମୃତକ ଗଣ୍ଡମୁଣ୍ଡା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଶୁଭମ ଜେନା ଓ ପ୍ରକାଶ ମହାରଣା..
ନିଜ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିରୋଧ.. ପ୍ରକଳ୍ପ ଉଦ୍ଘାଟନ କରିବାକୁ ଯାଉଥିବା ବେଳେ ତାଙ୍କୁ କଳା ପତାକା ପ୍ରଦର୍ଶନ..
ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରେଳ ଦୁର୍ଘଟଣା.. ମାଲବାହୀ ଟ୍ରେନକୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ, ୩୧ ଆହତ.. ଶେଖପୁରା ଜିଲା କିଲା ସତ୍ତାର ଶାହ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା..
୯ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ.. ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍.. ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା.. ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ହେବା ନେଇ ସୂଚନା..



