ଧାମରା: ଧାମରା ମାଛଧରା ବନ୍ଦରରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଯାଇଛନ୍ତି। ଧାମରା ମେରାଇନ ଥାନାଧିକାରୀଙ୍କ ବୟାନ ଅନୁଯାୟୀ, ଯାଜ୍ଞସେନୀ ନାମକ ଏକ ବୋଟ ଧାମରାଠାରେ ନଙ୍ଗର ପକାଇ ରହିଥିଲା। ରବିବାର ଦିନ ୨ଟା ସମୟରେ ଧୀବର ଜଣକ ବୋଟରୁ ଓହ୍ଲାଉଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ। ଖବର ପାଇ ଧାମରା ମେରାଇନ ପୁଲିସ ନଦୀ ମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ଧୀବରଙ୍କ ପତ୍ତା ମିଳି ନଥିବା ଜଣାପଡ଼ିଛି।
Popular Categories



