୧୦ ଫୁଟ ଦବିଲା ଦେବୀ ନଦୀ ବନ୍ଧ

ପୁରୀ: ପୁରୀ ଜିଲା କାକଟପୁର ବାଉରିଆକଣଠାରେ ଦେବୀ ନଦୀ ୧୦ ଫୁଟ୍ ଦବି ଯାଇଥିବା ସୂଚନା ମିଳିଛି । ଜଳସ୍ତର ବଢ଼ିବା ଯୋଗଁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଦିଆଯାଇଛି । ଫଳରେ ନିକଟସ୍ଥ ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Comments are closed.