ଖୋଲିଲା ପୁରୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର..
ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି ପୁରୀବାସୀ..
ଭାରତ ନିୟନ୍ତ୍ରଣରେ ୨ୟ ଟେଷ୍ଟ ମ୍ୟାଚ୍, ଆଜି ମ୍ୟାଚର ଶେଷ ଦିନରେ ବିଜୟଠାରୁ ୨୮୯ ରନ ଦୂରରେ ଭାରତ..
ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍ ୨୫୫ ରନ୍ରେ ଅଲ୍ଆଉଟ୍ ..
୨ ୱିକେଟ ହରାଇ ୧୮୧ ରନରେ ୨ୟ ଇନିଂସ ଘୋଷଣା କରିଛି ଭାରତ..
ସୁଦାନରେ ଯାନ୍ତ୍ରିକ ତ୍ରୁଟିରୁ ବେସାମରିକ ବିମାନ ଦୁର୍ଘଟଣା..
୪ ସେନା କର୍ମଚାରୀଙ୍କ ସହ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା..
ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି, ଶ୍ରୀବିଗ୍ରହଙ୍କ ଖସାପଡା ଲାଗି ନୀତି..
ସନ୍ଧ୍ୟା ୬ ରୁ ରାତ୍ର ୧୦ ପର୍ୟ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ..
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ..
ଆଗାମୀ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା..
ଭୁବନେଶ୍ୱର : ରେଳ ଧାରଣାରେ ଦମ୍ପତିଙ୍କ ମୃତଦେହ ଠାବ..
ବମିଖାଲ ନିକଟ ରେଳ ଧାରଣାରେ ପଡିଛି ମୃତଦେହ..
ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ..
ଭଦ୍ରକ : ସନ୍ଦେହଜନକ ଅବସ୍ଥାରେ ମାଆ ପୁଅଙ୍କ ମୃତଦେହ ଉଦ୍ଧାର..
ପାରିବାରିକ କଳହରୁ ସ୍ତ୍ରୀ ସହ ୫ ବର୍ଷର ପୁଅକୁ ହତ୍ୟା କଲା ବାପା..
ସ୍ୱାମୀକୁ ଅଟକ ରଖି ଭଣ୍ଡାରିପୋଖରୀ ପୁଲିସର ତଦନ୍ତ..
ଭଣ୍ଡାରିପୋଖରୀ କୁଶଗଡିଆ ଗାଁରେ ହତ୍ୟାକାଣ୍ଡ..



