www.samajalive.in
Monday, December 8, 2025
27.1 C
Bhubaneswar

ଅଧିକ ଓଜନ ଉଠାଇ ବଡିବିଲ୍ଡରଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ବାଲିରେ ଥିବା ୟୁଟ୍ୟୁବର ତଥା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିବା ଜଷ୍ଟିନ ଭିକି ନିଜ ସାମର୍ଥ୍ୟଠାରୁ ଅଧିକ ଓଜନ ଉଠାଇବାରୁ , ତାଙ୍କର ମୃତ୍ୟୁ ହୋଇଛି । ଜଷ୍ଟିନ ଭିକି ଏକ ଜିମ୍‌ରେ ୨୧୦ କିଲୋ ଓଜନ ଉଠାଇଥିଲେ । ତାଙ୍କୁ ଅନ୍ୟ ଜଣେ ସହାୟତା କରୁଥିଲେ ।

ମାତ୍ର ଏତେ ମାତ୍ରାରେ ଓଜନ ସେ ଉଠାଇ ପାରି ନଥିଲେ । ଓ୍ୱେଟ ଲିଫ୍ଟିଂ ବାର ତାଙ୍କ ବେକ ଉପରେ ରହିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେ ଏହି ଓଜନ ଉଠାଉଥିବା ବେଳେ ତାହା ତାଙ୍କର ଉପରେ ପଡିଥିଲା । ବେକ ଭାଙ୍ଗି ଯାଇଥିଲା । ବେକ ପଛର ହାଡ ଭାଙ୍ଗିଯିବାରୁ ଗୁରୁତର ହୋଇଥିଲେ । ତାଙ୍କର ସ୍ନାୟୁ ଗୁରୁତର ପ୍ରଭାବିତ ହୋଇଥିଲା ।

- Advertisement -

ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories