www.samajalive.in
Sunday, December 7, 2025
16.1 C
Bhubaneswar

ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମଳନୀ

ସମ୍ବଲପୁର :  ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମଳନୀ କରି ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟରେ ରାଜନୈତିକ ସଭା କରି ଏବେ ଚର୍ଚ୍ଚାରେ। ପୂର୍ବରୁ ସରକାରୀ କଳର ଅପ ବ୍ୟବହାର କରି କନ୍ଧମାଳ, ବରଗଡ଼ ରେ ବିଭିନ୍ନ କଲେଜର ଅଧକ୍ଷଙ୍କୁ ଚିଠି କରି ଛାତ୍ରଛାତ୍ରୀଙ୍କୁ ବସ କରି ନେବା ସାରା ରାଜ୍ୟରେ ଚର୍ଚ୍ଚାରେ ବିଷୟ ପାଲିଟିଛି। ସେହି ଭଳି ଭାବେ, ୧୫ ତାରିଖରେ ସମ୍ବଲପୁର ଗସ୍ତରେ ସଚିବ ଥିବା ବେଳେ ନେତାଜୀ ସୁବାସ ଚନ୍ଦ୍ର ବୋଷ କଲେଜରେ ପରୀକ୍ଷା ଚାଲୁଥିବା ସମୟରେ ପରୀକ୍ଷା ବନ୍ଦ କରି ସଚିବଙ୍କ କାର୍ଯ୍ୟକ୍ରମକୁ ପିଲାଙ୍କୁ ବୋହିକି ନେବା ଏକ ଲଜ୍ୟା ଜନକ ବିଷୟ। ଛାତ୍ରଛାତ୍ରୀ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଅନେକ ଛାତ୍ରଛାତ୍ରୀ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ନିନ୍ଦନୀୟ ଘଟଣା। ସାମ୍ବାଦିକ ସମ୍ମିଳନୀରେ ଶ୍ବେତାଂଶୁ ବରାଇ ରାଜ୍ୟ ସହ ସଂପାଦକ, ୟସ ତିୱାରୀ ବିଭାଗ ସଂଯୋଜକ, ସିମ୍ରନ୍ ପ୍ରଧାନ ବିଭାଗ ଛାତ୍ରୀ ପ୍ରମୁଖ, ପ୍ରୀତିସ କର ଜିଲା ସଂଯୋଜକ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories