www.samajalive.in
Tuesday, December 9, 2025
16.1 C
Bhubaneswar

ଏବେ ଟ୍ୱିଟର ଦେବ ଟଙ୍କା – ଏଲନ ମସ୍କ କରିଛନ୍ତି ଏହି ଘୋଷଣା

ନୂଆଦିଲ୍ଲୀ – ପୂର୍ବରୁ ୟୁଟ୍ୟୁବ ଏବଂ ଫେସ୍‌ବୁକ୍‌ରୁ କ୍ରିଏଟର୍‌ ମାନେ ଅର୍ଥ ରୋଜଗାର କରୁଛନ୍ତି । ଏପରିକି ଟିକ୍‌ଟକ୍‌ ସହ ଅନ୍ୟ କେତକ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଏବେ କ୍ରିଏଟର ମାନଙ୍କୁ ଆୟର ପନ୍ଥା ଦେଇଛନ୍ତି । ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଏଥିରେ ଅନେକ ପରିବର୍ତ୍ତନ ଆଣିଛନ୍ତି ।

ଏବେ ଟ୍ୱିଟରରୁ କ୍ରିଏଟରମାନେ ଅର୍ଥ ରୋଜଗାର କରନ୍ତୁ ବୋଲି ସେ କହିଛନ୍ତି । ଏଥିପାଇଁ ଟ୍ୱିଟରର ବ୍ୟବସାୟ ପ୍ରକ୍ରିୟା ବା ବିଜନେସ୍‌ ମଡେଲ୍‌କୁ ସେ ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି । ଟ୍ୱିଟରରେ ଏବେ ବିଜ୍ଞାପନର ମାତ୍ରା ବଢିଛି ।ଅଧିକ ଫଲୋର୍ସ ଥିବା ବ୍ୟକ୍ତିମାନଙ୍କର ପେଜ୍‌ରେ ବିଜ୍ଞାପନ ପ୍ରଦର୍ଶନ କରାଯାଉଛି । କ୍ରିଏଟରମାନଙ୍କର ସବକ୍ରିପସନ୍‌ ଏବଂ ବିଜ୍ଞାପନ ଅର୍ଥ ଅଂଶ ପ୍ରଦାନ କରାଯିବ ବୋଲି ଏଲନ୍‌ ମସ୍କ କହିଛନ୍ତି ।

- Advertisement -

ଏଥିପାଇଁ କ୍ରିଏଟରଙ୍କ ବ୍ଲୁଟିକ୍‌ ଏବଂ ସଂସ୍ଥାମାନେ ଭେରିଫାଏଡ୍‌ ହେବା ଆବଶ୍ୟକ । ତିନିମାସ ମଧ୍ୟରେ ୫୦ ଲକ୍ଷ ଇମ୍ପ୍ରେସନ୍‌ ହୋଇଥିବା ଦରକାର । ଏହା ମାନବୀୟ ତର୍ଜମା ପରେ ମନିଟାଇଜେସନ୍‌ ପାଇଁ ଯୋଗ୍ୟ ବିବେଚିତ ହେବ ବୋଲି ସୂଚନା ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories