www.samajalive.in
Tuesday, December 9, 2025
17.1 C
Bhubaneswar

ମଥୁରା ରାଧାରାଣୀଙ୍କ ମନ୍ଦିରକୁ ଫଟା ଜିନ୍ସ ସହ ଏହି ପୋଷାକ ପିନ୍ଧିଯିବା ମନା

ମଥୁରା- ମଥୁରାରେ ଥିବା ରାଧାରାଣୀଙ୍କ ମନ୍ଦିରର ପବିତ୍ରତା ପାଇଁ ପୋଷାକ ଉପରେ କଟକଣା ଜାରି କରାଯାଇଛି । ମନ୍ଦିରକୁ ଭାରତୀୟ ସଂସ୍କୃତିକୁ ସମ୍ମାନ କରି ପୋଷାକ ପରିଧାନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଧାରାଣୀଙ୍କ ମନ୍ଦିରକୁ ଫଟା ଜିନ୍ସ, ବରମୁଡା ସର୍ଟ୍ସ ଏବଂ ମିନି ସ୍କର୍ଟ ପିନ୍ଧି ଦର୍ଶନ ପାଇଁ ଯିବାକୁ ବାରଣ କରାଯାଇଛି । ଏକ ସପ୍ତାହ ମଧ୍ୟରେ ଏହାକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହ ରାତ୍ରୀ ପୋଷାକ ବା ନାଇଟ୍‌ ସୁଟସ୍‌କୁ ମଧ୍ୟ ବାରଣ କରାଯାଇଛି ।

- Advertisement -

ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ ଆଧୁନିକତା ନାମରେ ବେଢଙ୍ଗ ପୋଷାକ ପିନ୍ଧି ଆସୁଥିବା ଦେଖିବା ପାଇଁ ମିଳୁଥିଲା । ପୂର୍ବରୁ ରାଧାଦାମୋଦର ମନ୍ଦିର ଏବଂ ବିରୁଆ ବଡି ମନ୍ଦିରରେ ମଧ୍ୟ ପୋଷାକ ଉପରେ କଟକଣା ଜାରି କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories