www.samajalive.in
Monday, December 8, 2025
20.1 C
Bhubaneswar

ଲଭ୍‌ ଜିହାଦ ପ୍ରସଙ୍ଗ : ପଙ୍କଜା-ଇନ୍ଦ୍ରେଶ ମୁହାଁମୁହିଁ

ଭୋପାଳ : ଲଭ-ଜିହାଦ ପ୍ରସଙ୍ଗରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି। ଜବଲପୁରରେ ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଲଭ ଜିହାଦ ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ପ୍ରେମ ହେଉଛି ପ୍ରେମ। ଏହାକୁ ସମ୍ମାନ ଦେବା ଉଚିତ। ପ୍ରେମ କୌଣସି ପ୍ରାଚୀର ଦେଖେ ନାହିଁ। ପ୍ରେମକୁ ସମ୍ମାନ ଦେବା ଉଚିତ। କିନ୍ତୁ ଯଦି ଏହା ପଛରେ କିଛି ତିକ୍ତତା ଏବଂ ଚତୁରତା ଅଛି, ତେବେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଉଚିିତ। ସେହିପରି ଭୋପାଳରେ ଲଭ ଜିହାଦ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ନେତା ଇନ୍ଦ୍ରେଶ କୁମାର କହିଛନ୍ତି ପ୍ରେମ ନାମରେ ହତ୍ୟା ଓ ଧର୍ମାନ୍ତରୀକରଣ ଘଟୁଛି। ପ୍ରେମ ନାମରେ ଏକ ବ୍ୟବସାୟ ଚାଲିଛି। ପ୍ରେମ ନାମରେ ହତ୍ୟା ଏବଂ ଧର୍ମାନ୍ତରୀକରଣ ଘଟୁଛି ଏବଂ ଲୋକମାନେ ଏହାକୁ ଲଭ ଜିହାଦ ବୋଲି କହିଛନ୍ତି। ପ୍ରେମ ନାମରେ ଆମେ ଠକେଇ ଏବଂ ହିଂସାକୁ ନିନ୍ଦା କରୁଛୁ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories