www.samajalive.in
Monday, December 8, 2025
27.1 C
Bhubaneswar

ଘରେ ଗୋଲ୍ଡେନ ଫିସ୍‌‌ ଅଛି କି? ଜାଣନ୍ତୁ..

ଅନେକ ଘରେ ଆକ୍ୱାରିୟମ ରଖିଥିବା ଦେଖିଥିବେ। ଏହାସହ ଏକ କାଚ ପାତ୍ରରେ ଗୋଲ୍ଡେନ ଫିସ୍‌‌ (ସୁନେଲି ମାଛ) ଥିବା ମଧ୍ୟ ଦେଖିଥିବେ। ତେବେ ଘରେ ଏହି ଗୋଲ୍ଡେନ ଫିସ୍‌‌ ଥିଲେ କି ଫଳ ମିଳିଥାଏ। ଜାଣନ୍ତୁ..
ଘରେ ଗୋଲ୍ଡେନ ଫିସ୍‌‌ ଥିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ଘରେ ସମ୍ପନ୍ନତା ଆସିବା ସହ ଧନ ବୃଦ୍ଧି ହୋଇଥାଏ। ଅଟକି ଥିବା ଧନ ପ୍ରାପ୍ତି ହୋଇଥାଏ।
ଘରର ଡ୍ରଇଙ୍ଗ୍‌‌ ରୁମ୍‌‌ରେ ଗୋଲ୍ଡେନ ଫିସ୍‌‌ ରଖିବା ଦ୍ୱାରା ଘରେ ସର୍ବଦା ସୁଖ,ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ।
ଏହି ଫିସ୍‌‌ ଘରେ ରଖିବା ଦ୍ୱାରା ଉନ୍ନତି ସର୍ବଦା ହେବା ସହ କାର୍ଯ୍ୟରେ ସଫଳତା ମିଳିଥାଏ।
ମାତ୍ର ଏହାକୁ କଦାପି ଶୟନ କକ୍ଷ କିମ୍ବା ରୋଷେଇ ଘରେ ରଖନ୍ତୁ ନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories