www.samajalive.in
Monday, December 8, 2025
20.1 C
Bhubaneswar

ଗରମ ବା ଥଣ୍ଡା ପାଣି, ଜାଣନ୍ତୁ କେଉଁଟା କେଶ ପାଇଁ ଉପକରୀ !

ଶୀତ ଋତୁ ଆରମ୍ଭ ହୋଇଯାଇଛି । ଏହି ଋତୁରେ ଲୋକେ ଗରମ ପାଣିର ବ୍ୟବହାର ଅଧିକ କରିଥାଆନ୍ତି । କିଛି ଲୋକ ନିୟମିତ ଗରମ ପାଣିରେ ଗାଧୋଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ଏହା ସହ କେଶକୁ ମଧ୍ୟ ଗରମ ପାଣିରେ ଧୋଇ ଥାଆନ୍ତି । ହେଲେ ଗରମ ପାଣିରେ କେଶ ଧୋଇବା, କେଶ ପାଇଁ ଉପକାରୀ ବା ଅପକାରୀ ତାହା ସମସ୍ତଙ୍କୁ ଜଣାନଥାଏ । ତେବେ ଆସନ୍ତୁ ଜାଣିବା ଗରମ ବା ଥଣ୍ଡା ପାଣି କେଉଁଟା କେଶ ପାଇଁ ଉପକାରୀ ।

ଗରମ ପାଣି: ଗରମ ପାଣିରେ କେଶ ଧୋଇବା ଦ୍ବାରା କେଶ ମୂଳର ଛିଦ୍ରତା (Scalp pores) ଖୋଲି ଯାଇଥାଏ । ହେଲେ ଅଧିକ ଗରମ ପାଣି ବ୍ୟବହାର କରିବା ଦ୍ବାରା କେଶ ଶୁଷ୍କ ହେବା ସହ ରୂପି ସମସ୍ୟା ସୃଷ୍ଟି ହୋଇଥିାଏ । ଏହା ସହ କେଶ ଝଡିବା ଭଳି ସମସ୍ୟା ମଧ୍ୟ ଆରମ୍ଭ ହୋଇଥାଏ । ଯଦି ଆପଣ କେଶରେ ରଙ୍ଗ କରୁଥାଆନ୍ତି ତେବେ ଅଧିକ ଗରମ ପାଣିରେ କେଶ ଧୁଅନ୍ତୁ ନହିଁ । ଏହା ଦ୍ବାରା ସମୟ ପୂର୍ବରୁ ରଙ୍ଗ ଛାଡି ଯିବାର ଆଶଙ୍କା ଥାଏ ।

- Advertisement -

ଥଣ୍ଡାପାଣି: ଥଣ୍ଡାପାଣି କେଶ ଧୋଇବା ଦ୍ବାରା କେଶ ସୁନ୍ଦର ଓ ନମନୟ ହୋଇଥାଏ । ଯଦି ଆପଣ କଣ୍ଡିସନର ବ୍ୟବହାର କରୁଛନ୍ତି ତେବେ ଥଣ୍ଡା ପାଣିରେ କେଶ ଧୁଅନ୍ତୁ । ଏହା ଦ୍ବାରା କଣ୍ତିସନର ପ୍ରଭାବ ଉତ୍ତମ ରହିଥାଏ ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories