www.samajalive.in
Monday, December 8, 2025
27.1 C
Bhubaneswar

ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ଦନ୍ତା ଆକ୍ରମଣରେ ୨ ମହିଳା ମୃତ .. ଅନୁଗୁଳ ବନଖଣ୍ଡ ବଡ଼କଣ୍ଟକୂଳ ଗାଁରେ ଘଟିଛି ଅଘଟଣ ..

ଘର ପାଖ ଆମ୍ବ ବଗିଚାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା..

- Advertisement -

ଭୁବନେଶ୍ୱର : ଟ୍ରେନ୍‌‌ ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା..

ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ଲଗାଇ ଜିଆରପିର ଛାନଭିନ୍‌‌..

ପରିଚୟ ଖୋଜି ଦେଲେ ନାମ ଗୋପନ ରଖି ପୁରସ୍କାର ପ୍ରତିଶ୍ରୁତି..

ଆଜି ୪ ଜିଲାରେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ସମ୍ଭାବନା..

ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲା ପାଇଁ ସତର୍କ ସୂଚନା ଜାରି..

ବିଜୁଳି ଘଡଘଡି ସହ ଝଡ ପବନ ଓ କୁଆପଥର ବର୍ଷା ସମ୍ଭାବନା..

ଫୁଲବାଣୀ ଖଜୁରିପଡାରୁ କଲରାପତରିଆ ବାଘ ଛାଲ ଜବତ.. ୨ ଗିରଫ

ବାଘ ଚମଡା ବିକ୍ରି ପାଇଁ ଡିଲ୍‌‌ ବେଳେ ଚଢଉ କରି ଧରିଲା ଏସଟିଏଫ..

ଧରାପଡିଥିବା ୨ ଜଣ ସମ୍ପର୍କରେ ଦାଦା-ପୁତୁରା ହୋଇଥିବା ନେଇ ସୂଚନା..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories