www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଛତିଶଗଡ ସୁକମାରେ ନକ୍ସଲ ଗୁଳିରେ ୩ ସୁରକ୍ଷାକର୍ମୀ ଶହୀଦ୍‌‌.. ତଲାସି ଅଭିଯାନ ବେଳେ ନକ୍ସଲଙ୍କ ସହ ଗୁଳିବିନିମୟ..

ଭୁବନେଶ୍ୱର : ହାଇଦ୍ରାବାଦ ସ୍ଥାନାନ୍ତର ହେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ.. ଅଧିକ ଚିକିତ୍ସା ଲାଗି ହାଇଦ୍ରାବାଦ ଯିବେ.. ଯକୃତ ପ୍ରତିରୋପଣ ଲାଗି ଦିଲ୍ଲୀରେ ମିଳିଳେନି ଡୋନର

- Advertisement -

କୋଇଡା : ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌‌.. ଦୁର୍ଘଟଣାରେ ବାପା ମୃତ,ଜେଜେ ଓ ୪ ବର୍ଷର ନାତି ଗୁରୁତର.. ପାଟମୁଣ୍ଡାରୁ ଫେରିବା ବେଳେ ସଣୁଆ ନିକଟରେ ଦୁର୍ଘଟଣା..

ମାର୍ଚ୍ଚ ୫ରେ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା..

୯୨୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୧ ଲକ୍ଷ ୭୩ ହଜାର ୧୬୩ ବିଦ୍ୟାର୍ଥୀ..

ଓଡିଶା ଉପକୂଳ ନିକଟସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ସକ୍ରିୟ ..

୫ଦିନ ଯାଏଁ ରାଜ୍ୟରେ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ.. ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା..

ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥ ନେଉଳିପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ପଛରୁ ଧକ୍କା ଦେଲା କୋଲକାତାରୁ କୁକୁଡ଼ା ନେବାକୁ ଆସୁଥିବା ଟ୍ରକ.. ୭ ମୃତ..

ମଧ୍ୟପ୍ରଦେଶର ସିଧୀରେ ଚୁରହଟ-ରୀବା ଜାତୀୟ ରାଜପଥରେ ବଡଖରା ଗାଁ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ୩ଟି ବସ୍‌‌କୁ ଧକ୍କା ଦେଲା ଟ୍ରକ ; ୧୭ ମୃତ, ୫୦ ଆହତ..

ଆଠଗଡ : ପୁଲିସ କର୍ମଚାରୀଙ୍କୁ ଗୋରୁ ମାଫିଆଙ୍କ ଆକ୍ରମଣ.. ପାଟ୍ରୋଲିଂ ବେଳେ ଗୋରୁ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ.. ତିଗିରିଆ ଗୋପୀନାଥପୁର ଶାସନ ଛକର ଘଟଣା.. ୨ ମାଫିଆ ଅଟକ..

ତୁର୍କୀ ଓ ସିରିଆରେ ବିନାଶକାରୀ ଭୂକମ୍ପ .. ମୃତ୍ୟୁ ସଂଖ୍ୟା ଟପିଲା ୫୦ ହଜାର.. ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ.. ତୁର୍କୀରେ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ, ଦେଢ ଲକ୍ଷ ଲୋକେ ବାସହରା.. ଫେବ୍ରୁଆରୀରେ ୬ରେ ଭୂକମ୍ପରେ ଥରିଥିଲା ୨ଟି ଦେଶ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories