www.samajalive.in
Monday, December 8, 2025
20.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ବିଜୟୀ ସୂର୍ଯ୍ୟବଂଶୀ ସୂରଜ ବିଧାୟକ ଭାବେ ନେଲେ ଶପଥ.. ବିଧାନସଭାରେ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ଆରୁଖ..

ଦୁଇ କେଜିର ଧଳାଜହର ଜବତ କଲା ଏସଟିଏଫ୍‌.. ଘଟଣାରେ ଦୁଇ ଗିରଫ .. ଜବତ ଧଳାଜହର ମୂଲ୍ୟ ଦୁଇ କୋଟି.. ଗିରଫ ୨ ମଧ୍ୟରେ ଜଣେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ନେଇ ସୂଚନା

- Advertisement -

ନେପାଳରେ ବଡ଼ ଧରଣର ଭୂମିକମ୍ପ… ୬ ମୃତ, ଅନେକ ଆହତ… ଡୋଟି ଜିଲ୍ଲାରେ ସବୁଠୁ ଅଧିକ ହୋଇଛି କ୍ଷୟକ୍ଷତି… ଅନେକ ସ୍ଥାନରେ ଭାଙ୍ଗିଛି ଘରଦ୍ବାର… ସେନାବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି… ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା…

ଶପଥ ନେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି … ୫୦ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼… ୨ବର୍ଷ ରହିବ କାର୍ଯ୍ୟକାଳ… ୨୦୨୪ ନଭେମ୍ବର ୧୦ରେ ଅବସର… ପୂର୍ବରୁ ଚନ୍ଦ୍ରଚୂଡ଼ ତୁଲାଇଛନ୍ତି ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ…

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି… ଆଜି ପୁରୀରେ କାରକେଡ୍‌ ରିହର୍ସାଲ… ଭୁବନେଶ୍ୱରରେ ମଧ୍ୟ କରାଯିବ ରିହର୍ସାଲ… ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ…

ଆଜି ମାର୍ଗଶିର-କୃଷ୍ଣ ପ୍ରତିପଦ ତିଥି… ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି… ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସର୍ବସାଧାରଣ ଦର୍ଶନ ବନ୍ଦ… ଅପରାହ୍ନ ଘ.୫.୦୦ରୁ ରାତ୍ର  ଘ.୯.୦୦ ଟା ପର୍ଯ୍ୟନ୍ତ ମିଳିବନି କାଳିଆ ଦର୍ଶନ…

ଆଜି ଟ୍ବେଣ୍ଟି୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ… ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟ​ରେ‌ ହେବ ମୁକାବିଲା… ଦ୍ୱିତୀୟ ସେମିରେ ଇଂଲଣ୍ଡକୁ ଭେଟିବ ଇଣ୍ଡିଆ… ଆଜିର ମ୍ୟାଚ୍‌ ଉପରେ ରହିଛି କ୍ରିକେଟ୍‌ ପ୍ରେମୀଙ୍କ ନଜର…

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories