www.samajalive.in
Monday, December 8, 2025
17.1 C
Bhubaneswar

ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ଯେଉଁ ପ୍ରକାର ୧୨ ରାଶି,୧୨ ମାସ ରହିଛି,ସେହି ପ୍ରକାରରେ ସୂର୍ଯ୍ୟଙ୍କ ନମସ୍କାର ମଧ୍ୟ ୧୨ଟି ମୁଦ୍ରା ମିଶି କରି ହୋଇଛି ବୋଲି କୁହାଯାଏ। ତେବେ ଜାଣନ୍ତୁ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା କି କି ଲାଭ ମିଳେ..
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଓଜନ ଦ୍ରୁତ ଗତିରେ ହ୍ରାସ ହେବାରେ ସହାୟକ ହୋଇଥାଏ।
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଆଳସ୍ୟ ଦୂର ହୋଇଥାଏ। ମସ୍ତିଷ୍କ ଶାନ୍ତ ରହି ଥାଏ।
କ୍ରୋଧ ନିୟନ୍ତ୍ରଣ ହୋଇଥାଏ।
ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା କମ ବୟସରେ କେଶ ଧଳା ହୋଇନଥାଏ। କେଶ ଜନିତ ଅନେକ ସମସ୍ୟା ଦୂର କରିଥାଏ।
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories