www.samajalive.in
Tuesday, December 9, 2025
17.1 C
Bhubaneswar

କଣ୍ଟାବାଞ୍ଜି ରେଳ ସୁରକ୍ଷା ବଳ ପାଳନ କରୁଛି ‘ଆଜାଦି କା ଅମୃତ’ ମହୋତ୍ସବ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳସୁରକ୍ଷା ବଳ ତରଫରୁ ‘ଆଜାଦି କି ଅମୃତ’ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ୨ ଦିନ ଜଳ ସେବା କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ଲାଟଫର୍ମ ସମ୍ମୁଖରେ ଓ ଭିତରେ ରେଳଯାତ୍ରୀ ଏବଂ ଜନସାଧାରଣଙ୍କୁ ସୁରକ୍ଷା ବଳ କର୍ମଚାରୀମାନେ ସର୍ବତ ଓ ପିଇବା ପାଣି ବଣ୍ଟନ କରିଥିଲେ। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବିଭିହ୍ନ ସଚେତନତା କାର୍ୟ୍ୟକ୍ରମ କରାଯିବ ବୋଲି ସୂଚନା ଦିଆଯାଇଛି। ଜଳ ସେବା ପୂର୍ବରୁ ଚାରା ରୋପଣ, ଷ୍ଟେସନ ପରିସରେ ସଫେଇ, ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରେଳ ସୁରକ୍ଷା ବଳ ଇନଚାର୍ଜ ଇନ୍ସପେକ୍ଟର ଏନ.ଜି.ରମଣ ଙ୍କ ନେତୃତ୍ୱ ରେ ସବ ଇନ୍ସପେକ୍ଟର ଏସ.କେ.ପଣ୍ଡା, ଏଏସଆଇ ଏସ. କେ ପଟେଲ, ଡି. ସି.ପଟେଲ, ହାବିଲଦାର ବି. କେ କର୍ଣ୍ଣ, କନେଷଷ୍ଟେବଳ ଡି ପ୍ରଧାନ, ଏ. କୁମାର, ବି. ସି. ବେହେରା, ଭି. ଏସ. ମୀନା, ଜି. କେ. ଯାଦବ, ଏମ. କେ. ଯାଦବ ପ୍ରମୁଖ ସାମିଲ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories