ରାଜ୍ୟରେ ଆଉ ୫୦୯ ନୂଆ ସଂକ୍ରମିତ ଚିହ୍ନଟ
ଭୁୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫୨,ସଙ୍ଗରୋଧରୁ ୨୯୯ ଓ ସ୍ଥାନୀୟ ୨୧୦।
Covid-19 Report For 11th July
New Positive Cases: 509
Of which 0-18 years: 52
In quarantine: 299
Local contacts: 210(Details of local contacts will be shared by concerned District)
1. Balasore: 5
2. Bargarh: 2
3. Bhadrak: 7
4. Balangir: 1
5. Boudh: 2
6. Cuttack: 110— I & PR Department, Odisha (@IPR_Odisha) July 12, 2022
24. Sambalpur: 8
25. Sonepur: 1
26. Sundargarh: 49
27. State Pool: 41New recoveries: 329
Cumulative tested: 32257778
Positive: 1294585
Recovered: 1281866
Active cases: 3539— I & PR Department, Odisha (@IPR_Odisha) July 12, 2022
୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୦୦। ବାଲେଶ୍ୱରରୁ ୫, ବରଗଡ ୨, ଭଦ୍ରକ ୭, ବଲାଙ୍ଗୀର ୧, ବୌଦ୍ଧ ୨, କଟକ ୧୧୦, ଢେଙ୍କାନାଳ ୧, ଗଜପତି ୪, ଗଞ୍ଜାମ ୩, ଜଗତସିଂହପୁର ୯, ଯାଜପୁର ୧୦, କଳାହାଣ୍ଡି ୬,କନ୍ଧମାଳ ୨, କେନ୍ଦ୍ରାପଡା ୬,କେନ୍ଦୁଝର ୩, ,କୋରାପୁଟ ୨, ମାଲକାନଗିରି ୧,ମୟୁରଭଞ୍ଜ ୮, ନବରଙ୍ଗପୁର ୧,ନୟାଗଡ ୯, ନୂଆପଡା ୪,ପୁରୀ ୧୪,ସମ୍ବଲପୁର ୮, ସୋନପୁର ୧,ସୁନ୍ଦରଗଡ ୪୯,ଷ୍ଟେଟପୁଲରୁ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୪,୫୮୫କୁ ବୃଦ୍ଧି ପାଇଛି। ୧୨,୮୧,୮୬୬ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୫୩୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.