www.samajalive.in
Tuesday, December 9, 2025
17.1 C
Bhubaneswar

ତୁମୁଡ଼ିବନ୍ଧ ବନାଞ୍ଚଳରେ ୭୩ତମ ବନ ମହୋତ୍ସବ ପାଳନ 

ଫୁଲବାଣୀ : ତୁମୁଡିବନ୍ଧ ବନାଞ୍ଚଳ ଅନ୍ତର୍ଗତ ମୁଣ୍ଡିଗଡ ମତୃଗାଁ ଜଙ୍ଗଲରେ ଚାରା ରୋପଣ କାର୍ୟ୍ୟକ୍ରମ କରାଯାଇଥିଲା। ଆୟାଜିତ ମହୋତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ ଏହ।କୁ ଉଦ୍ ଘଟାନ କରି ଥିବା ବେଳେ ଅନ୍ୟତମ ଅତିଥି ଭାବେ, ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ  ଜମିତା ମୋଲିକ,ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ନବୀନ ପ।ତ୍ର, ପୂର୍ବତନ ବିଧାୟକ ଶ୍ରୀ ରାଜୀବ ପାତ୍ର,ବନାଞ୍ଚଳ ଅଧିକାରୀ ଶ୍ରୀ ଲଳିତ ମହନ ନାୟକ,ବନପାଳ ଶ୍ରୀ ଜ୍ୟୋତିରାଜ ମୋଳିକ, ମନ୍ମୋଥ ପରିଚ୍ଛା ବନରକ୍ଷୀ ଶ୍ରୀ ଲୋକନାଥ ପ୍ରଧାନ,ମାଭୈରବି ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ  ସବିତା ଶତପଥୀ ଏବଂ  ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଗ୍ରାମର ଭଦ୍ର ବ୍ୟକ୍ତି ଯୋଗ ଦେଇ ଥିଲେ।  ଜଙ୍ଗଲରେ ୫ ହେକ୍ଟର ଜାଗାରେ ୮୦୦୦ ହଜାର ଚାରା ରୋପଣ କରାଯିବା ନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ଲଲିତମୋହନ ନାୟକ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories