www.samajalive.in
Monday, December 8, 2025
27.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟ ଏନ ସି ସି ନାଭାଲ ଦ୍ଵାରା ଯୋଗ ଦିବସ ପାଳିତ

ଗଞ୍ଜାମ :  ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଏନ ସି ସି ନାଭାଲ କ୍ୟାଡେଟ ମାନଙ୍କ ଦ୍ୱାରା ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ପ୍ରବୀଣ କୁମାର ନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା | ଏନସିସି ଅଧିକାରୀ ସବ ଲେଫ୍ଟନେଣ୍ଟ ଡ: ଦୁର୍ଗା ପ୍ରସାଦ ଦାଶ ଆଜିର ଏହି ଯୋଗ ଶିବିରକୁ ପରିଚାଳନା କରିଥିଲେ | ଯୋଗ ପ୍ରଶିକ୍ଷକ ଡ଼: ଦୁର୍ଯ୍ୟଧନ ଜେନା ଓ ଶ୍ରୀ ନିଗମ ସ୍ୱାଇଁ କ୍ୟାଡେଟ ମାନଙ୍କୁ ବିଭିନ୍ନ ଯୋଗ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ନରୋତ୍ତମଃ ମାନ୍ନା, ରସାନନ୍ଦ କହ୍ନର, ମହେନ୍ଦ୍ର ସେଠୀ,ରଘୁନାଥ ରେଡି ପ୍ରମୁଖ ଆଜିର ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ | ଏନସିସି କ୍ୟାଡେଟ ହେମନ୍ତ, ଡିମପଲ, ସ୍ୱାଧୀନ, ସୁଜ୍ଞାନୀ, ସୁସ୍ମିତା ଓ ସମିଷ୍ଟା ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ| ଆଜିର ଏହି ଯୋଗ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୩୫ ଜଣ କ୍ୟାଡେଟ, ବହୁ ଛାତ୍ର ଛାତ୍ରୀ, ଶିକ୍ଷକ ତଥା କର୍ମଚାରୀ ଭାଗ ନେଇଥିଲେ |

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories