www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ଚର୍ଚ୍ଚାରେ ଜ୍ଞାନବ୍ୟାପୀ ମସଜିଦ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଜ୍ଞାନବ୍ୟାପୀ ମସଜିଦ । ଉତ୍ତରପ୍ରଦେଶ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବ୍ୟାପୀ ମସଜିଦର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମସଜିଦର ବୁଜଖାନା ଭିତରେ ଏକ ଶିବଲିଙ୍ଗ ସଦୃଶ ପ୍ରତିକୂର୍ତ୍ତି ସ୍ପଷ୍ଟ ଦେଖାଯାଉଛି ।
ଏନେଇ ବାରାଣାସୀର ଜିଲ୍ଲା ଜଜ୍ ସୋମବାର ସମସ୍ତ ପକ୍ଷଙ୍କଠାରୁ ଆଫିଡେଭିଟ୍ ମାଗିଥିଲେ । ପରେ ସର୍ଭେ ରିପୋର୍ଟ ଏବଂ ଭିଡିଓର ସିଡି ଦିଆଯାଇଥିଲା । ଏହାର କିଛି ସମୟ ପରେ ରିପୋର୍ଟ ଏବଂ ଭିଡିଓ ଲିକ୍ ହୋଇଥିଲା। ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି । ହିନ୍ଦୁଧର୍ମ ପକ୍ଷରୁ ଏହା ଲିକ୍ ହୋଇନଥିବା ଦାବି କରାଯାଉଥିବା ବେଳେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories