www.samajalive.in
Tuesday, December 9, 2025
16.1 C
Bhubaneswar

 ୪ କିଲୋମିଟର ପର୍ଯ୍ୟନ୍ତ ଗାଡି ଧକ୍କା କରିବା ପରେ ଧରା ହେଲା ମଦ୍ୟପ

ମୁମ୍ବଇ . – ନିଶା ଗ୍ରସ୍ତ ଅବସ୍ଥାରେ  ଗାଡି ଚଳାଇବା ପାଇଁ ବାରଣ କରାଯାଇଛି । ଆଇନତଃ ଏହା ଅପରାଧ । ଏଥିପାଇଁ ଜୋରିମାନା ସହ ଜେଲ ଦଣ୍ଡର ପ୍ରବଧାନ ରହିଛି । ମୁମ୍ବଇରେ ଜଣେ ଲୋକ ମଦ ନିଶାରେ ୪ କିଲୋମିଟର ରାସ୍ତାରେ ଯାଉଥିବା ଅନେକ ଗାଡିକୁ ଧକ୍କା କାରରେ  ଧକ୍କା ଦେଇଥିଲା । ସେ ଅତି ଦାମିକା ବିଏମ୍‌ଡବ୍ଲୁ କମ୍ପାନୀର ଏକ କାର ଚଳାଉଥିଲା  । ଲୋକମାନେ ଏହାର ଚାଳକକୁ ଧରିବା ପାଇଁ ପିଚ୍ଛା କରିଥିଲେ । ଘଟଣାର ଖବର ପାଇବା ପରେ ପୁଲିସ ବି ପିଛା କରିଥିଲା ।

ଲୋକଟି ଧରା ପଡିବା ପରେ ସେ କାରର ମାଲିକ ନୁହେଁ ବୋଲି ଜଣା ପଡିଥିଲା । କାରର ମାଲିକ ଦୁବାଇ ପଳାଇଯିବା ପରେ ଚାଳକ(ଡ୍ରାଇଭର) ପ୍ରଚୁର ମଦ ପିଇ ଗାଡି ଚଳାଉଥିବା ଜଣା ପଡିଥିଲା । ଡ୍ରାଇଭରକୁ ପୁଲିସ ଗିରଫ କରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories