www.samajalive.in
Sunday, December 7, 2025
15.1 C
Bhubaneswar

ହାଲ୍‌ର ସର୍ବକାଳୀନ ସର୍ବାଧିକ ଲାଭ

ନୂଆଦିଲ୍ଲୀ . –  ସରକାରଙ୍କ ଅଧିନରେ ଥିବା  ହିନ୍ଦୁସ୍ତାନ ଏରୋନେଟିକସ୍‌ ଲିମିଟେଡ୍‌  ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବାଧିକ ଲାଭ କରିଛି । ଏହି ଆର୍ଥିକ ବର୍ଷରେ ହାଲ୍‌ର ଲାଭ ୧୮ହଜାର ୨୦୦ କୋଟି  ।  ଗତ ଆର୍ଥିକ ବର୍ଷରେ ହାଲ୍‌ ୧୭,୬୦୦ କୋଟି ଟଙ୍କା ଲାଭ କରିଥିଲା ।

ଗତ ଆର୍ଥିକ ବର୍ଷରେ କମ୍ପାନୀ ୪୦ଟି ବିମାନ ନିର୍ମାଣ କରିଛି । ଏଥିରେ ସୁଖୋଇ-୩୦, ହାଲୁକା ଯୁଦ୍ଧ ବିମାନ ତେଜସ୍‌ ସଗ ହେଲିକପ୍ଟର ଓ ଡ୍ରୋନିଅର୍‌ ଡୁ- ୨୨୮ ବିମାନ ରହିଛି ।  ଏହା ସହ କମ୍ପାନୀ ୧୦୫ଟି ନୂଆ ବିମାନ ଇଞ୍ଜିନ ନିର୍ମାଣ କରିଥିବା କଥା ସୂଚନା ଦେଇଛନ୍ତି । ହାଲ୍‌ର ୫୫ତମ ବାର୍ଷିକ ସାଧାରଣ ବୈଠକରେ ଏହି ସୂଚନା ଦିଆଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories