www.samajalive.in
Monday, December 8, 2025
20.1 C
Bhubaneswar

ବିଜେଡିର ମଞ୍ଜୁଲତା ଡେପୁଟି ମେୟର ପ୍ରାର୍ଥୀ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ଡେପୁଟି ମେୟର ଭାବେ ବିଜେଡିର ମଞ୍ଜୁଲତା କହଁର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୨୨ ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତାଙ୍କ ନାମରେ ଦଳ ପକ୍ଷରୁ ମୋହର ବାଜିଛି । ପୂର୍ବରୁ ଏ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଶେଷରେ ବିଜେଡି  ମହିଳା କାର୍ଡ ଖେଳି ମଞ୍ଜୁଲତାଙ୍କୁ ପ୍ରାର୍ଥୀ କରିଛି । ଦଳର ସଂଖ୍ୟାଗରିଷ୍ଠତା ଥିବାରୁ ମଞ୍ଜୁଲତା ଡେପୁଟି ମେୟର ହେବା ଥୟ ହୋଇଛି । ସୁଲୋଚନା ଦାସ ମେୟର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଜଣେ ପୁରୁଷଙ୍କୁ ଡେପୁଟି ମେୟର କରିବାନେଇ ଆଶା କରାଯାଉଥିଲା। ତେବେ ଅସନ୍ତୋଷ ଓ ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ମଞ୍ଜୁଲତାଙ୍କୁ ଡେପୁଟି ମେୟର କରାଯାଉଥିବା ଶୁଣିବାକୁ ମିଳୁଛି।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories