www.samajalive.in
Tuesday, December 9, 2025
17.1 C
Bhubaneswar

ରୁଷ ଉପରେ କଟକଣା ଲାଗୁ କରିବ ସିଙ୍ଗାପୁର !

ୟୁକ୍ରେନ୍‍ ଉପରେ ରୁଷର ଆକ୍ରମଣର ପ୍ରତିବାଦ ସ୍ୱରୂପ ସିଙ୍ଗାପୁର’ ରୁଷ ଉପରେ କଟକଣା ଲାଗୁ କରିବ ବୋଲି କହିଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ
ସିଙ୍ଗାପୁର ରପ୍ତାନୀ  ଉପରେ କଟକଣା ଲାଗୁ କରିବ ଓ କିଛି ରୁଷୀୟ ବ୍ୟାଙ୍କ ଉପରେ ଆର୍ଥିକ ପ୍ରତିବନ୍ଦକ ଲାଗୁ କରିବ । ତା’ଛଡ଼ା ସିଙ୍ଗାପୁର କ୍ରିପ୍ଟୋ କରେନ୍ସି କାରବାର ଉପରେ ମଧ୍ୟ କଟକଣା ଲାଗୁ କରିବ।

ସିଙ୍ଗାପୁର ଆର୍ଥିକ ଅନୁଷ୍ଠାନ ଗୁଡ଼ିକୁ ରୁଷକୁ ସେବା ପ୍ରଦାନ କରିବାରୁ ବାରଣ କରାଯିବ। ପୂର୍ବରୁ ସିଙ୍ଗାପୁର ବୈଦେଶିକ ମନ୍ତ୍ରୀ ଭି.ଭି.ଏନ୍‍. ବାଳକ୍ରିଷ୍ଣନ ଦେଶର ପାର୍ଲାମେଣ୍ଟରେ କହିଥିଲେ ରୁଷ ଉପରେ ଉପଯୁକ୍ତ କଟକଣା ଓ ନିୟନ୍ତ୍ରଣ ଲାଗୁ କରିବାକୁ ସିଙ୍ଗାପୁର ଚାହୁଁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories