www.samajalive.in
Monday, December 8, 2025
27.1 C
Bhubaneswar

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକ ପତ୍ର ପଦାନ

ଜି.ଉଦୟଗିରି : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଖବର ସଂଗ୍ରହ କରିବା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ହୋଇଥିବା ଆକ୍ରମଣ  ପ୍ରତିବାଦରେ   ଜି.ଉଦୟଗିରି ସାମ୍ବାଦିକ ସଂଘ ତରଫରୁ ବୁଧବାର ଦିନ ସ୍ଥାନୀୟ ତହସିଲଦାରଙ୍କ ଅନୁପସ୍ଥିତରେ ସୁପରଭାଇଜର ଶରତ ଚନ୍ଦ୍ର ସ୍ବାଇଁଙ୍କ ଜରିଆରେ ମୁଖ୍ୟ ନିର୍ବାଚନ ଅଧିକାରୀ  ଆଦିତ୍ୟ ପ୍ରସାଦ ପାଢୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଆକ୍ରମଣକୁ ନିନ୍ଦା କରାଯିବା ସହିତ ଦୋଷିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ  କରାଯାଇଛି। ସ୍ମାରକ ପତ୍ର ପ୍ରଦାନବେଳେ  ଜି.ଉଦୟଗିରି ସାମ୍ବାଦିକ ସଂଘ ତରଫରୁ ସମୀର କୁମାର ପାଢ଼ୀ, ଅରୁଣ କୁମାର ଷଡଙ୍ଗୀ, ରାମକୃଷ୍ଣ ଚୌଧୁରୀ, ବଟକୃଷ୍ଣ ଦାଶ, ପ୍ରତାପ ଚନ୍ଦ୍ର ପାଢୀ, ସାମନ୍ତ ଶେଖର ନାୟକ,ଆଶୁତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories