www.samajalive.in
Tuesday, December 9, 2025
17.1 C
Bhubaneswar

କଲ୍ୟାଣସିଂହପୁରରେ ୮୦.୧୨ପ୍ରତିଶତ ମତଦାନ

କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୮୦.୧୨ପ୍ରତିଶତ ମତଦାନ ହୋଇଛି । ବ୍ଲକର ୧୪ଟି ପଞ୍ଚାୟତରେ ୧୭୦ ବୁଥରେ ୪୫୫୭୬ ଜଣ ଭୋଟରଙ୍କ ମଧ୍ୟରୁ ୩୬୫୧୧ ଜଣ ମତଦାନ ସାବ୍ୟସ୍ତ କରିଛନ୍ତି । ସେଥିରୁ ୨୦୨୧୮ ପୁରୁଷ ମଧ୍ୟରୁ ୧୭୮୭୩ ଜଣ, ୨୫୩୪୪ ଜଣ ମହିଳା ମଧ୍ୟରୁ ,୧୮୬୩୧ ଜଣ ଓ ୧୪ ଜଣ ଉଭୟ ଲିଙ୍ଗ ମଧ୍ୟରୁ ୭ ଜଣ ମତଦାନ କରିଛନ୍ତି ବୋଲି ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ବିଡ଼ିଓ ସୁଧାକର ରଇତ ଓ ଏବିଡ଼ିଓ ବଳରାମ ପାତ୍ର ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories