www.samajalive.in
Monday, December 8, 2025
27.1 C
Bhubaneswar

୨୦୨୨-୨୩ ବଜେଟ୍‍ ; କ’ଣ ଶସ୍ତା ଓ କ’ଣ ମହଙ୍ଗା

ନୂଆଦିଲ୍ଲୀ : ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‍ ଉପସ୍ଥାପନ କରିଛନ୍ତି। ଚତୁର୍ଥ କେନ୍ଦ୍ରୀୟ ବଜେଟ୍‍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ତେବେ ବଜେଟ୍‍ କୁ ନେଇ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ କେଉଁ ଦ୍ରବ୍ୟ ଶସ୍ତା ଓ କେଉଁ ଦ୍ରବ୍ୟ ମହଙ୍ଗା ହୋଇଛି।


ଶସ୍ତା ହେଲା …..
ବଜେଟ୍‍ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ। କଟା ଓ ପଲିସ ହୋଇଥିବା ହୀରା ଉପରେ କଷ୍ଟମ ଡ୍ୟୁଟି କଟାଯାଇଛି। ପଲିସ ହୀରା ଉପରେ ଆମଦାନୀ ଶୁକ୍ଳ ୫%କୁ ହ୍ରାସ ପାଇଛି। ମୋବାଇଲ ଫୋନ ଚାର୍ଜର ଶସ୍ତା, କପଡା ଶସ୍ତା, ହୀରାଗହଣା ରତ୍ନ ପଥର, ଷ୍ଟିଲ, ଇମିଟେସନ ଗହଣା, ବିଦେଶରୁ ଆମଦାନୀ ମେସିନ, ବିଦ୍ୟୁତ ଟ୍ରାନ୍ସଫର୍ମର, ରାସାୟନିକ ପଦାର୍ଥ, ଚମଡା ସାମଗ୍ରୀ,ମେଡିକାଲ ଉପକରଣ, ବିଦେଶରୁ ଆସୁଥିବା ମେସିନ, ଔଷଧ, ଆଦି ଶସ୍ତା ହୋଇଛି।
ମହଙ୍ଗା ହେଲା ……..
ବିଦେଶୀ ଛତା ମହଙ୍ଗା ହେବ। ନିଶାଦ୍ରବ୍ୟ,ଖାଇବା ତେଲ ,ଏଲିଇଡି ଲାଇଟ, ଇମ୍ପୋଟେର୍ଡ ସାମଗ୍ରୀ ମହଙ୍ଗା ହୋଇଛି।

- Advertisement -

 

 

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories