ମୁମ୍ବଇ: ବଢ଼ିଚାଲିଥିବା କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ କଡ଼ା କଟକଣା ଜାରି କରାଯାଇଛି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ମୁମ୍ବଇ ମହାନଗରରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ପାଇଁ ପ୍ରଶାସନ ଘୋଷଣା କରିଛି।
Popular Categories


