www.samajalive.in
Monday, December 8, 2025
27.1 C
Bhubaneswar

ମାଇଁବିଲ୍‍ବୁକ ପ୍ରଚଳନ କଲା ପିଓଏସ୍‍ ବିଲିଂ

ବେଙ୍ଗାଲୁରୁ: ଏହାର ଜିଏସ୍‍ଟି ବିଲିଂ ଏବଂ ଆକାଉଣ୍ଟିଂ ସଫ୍ଟୱେର ମାଇଁବିଲ୍‍ବୁକ୍‍ର ସଫଳତା ପରେ, ବେଙ୍ଗାଲୁରୁ ଭିତ୍ତିକ ଫିନ୍‍ ଟେକ ଫ୍ଲୋବିଜ୍‍ ଖୁଚୁରା ବିକ୍ରେତା ଏବଂ ଫ୍ରାଞ୍ଚାଇଜିଙ୍କ ପାଇଁ ଏହାର ପଏଣ୍ଟ-ଅଫ-ସେଲ୍‍ ବିଲିଂ ସମାଧାନ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଭାରତର ଜିଡିପିରେ ଖୁଚୁରା ଶିଳ୍ପର ଅଂଶ ୧୦% ରହିଛି । ପରିମାଣ ଏବଂ ଏହି ଶିଳ୍ପର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ମନ ମଧ୍ୟରେ ରଖି କିବୋର୍ଡ ସର୍ଟକଟ୍‍ ଏବଂ ବାର୍‍ କୋଡ ସ୍କାନିଂ ବ୍ୟବହାର ଜରିଆରେ ଏକ ଦ୍ରୁତତର ବିଲିଂ ଅନୁଭୂତି ପ୍ରଦାନ କରିବାକୁ ଏହି ସମାଧାନର ଡିଜାଇନ କରାଯାଇଛି । ମାଇଁବିଲ୍‍ବୁକ୍‍ ର ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏହାର ଡେସ୍କଟପ୍‍ ଆପ୍ଲିକେସନ ମଧ୍ୟରେ ମାଗଣା ୧୪ ଦିନ ପରୀକ୍ଷାମୂଳକ ବ୍ୟବହାର ଅବଧି ସହିତ ପିଓଏସ୍‍ ବିଲିଂ ଉପଲବ୍ଧ ହେବ । ମାଇଁବିଲ୍‍ ବୁକ ମଧ୍ୟ ବ୍ୟବସାୟିକ ସଂସ୍ଥାଗୁଡିକର ଉତ୍ପାଦ ଏବଂ ଅଫରଗୁଡିକୁ ପ୍ରୋତ୍ସାହନମୂଳକ ଏସଏମଏସ ଗୁଚ୍ଛ ଜରିଆରେ ପ୍ରଚାର ପ୍ରସାର କରିବା ପାଇଁ ବିପଣନକାରୀ ସାମର୍ଥ୍ୟ ପ୍ରଚଳନ କରିଛି, ଯଦ୍ଦ୍ୱାରା ଏହା ସମୁଦାୟ ଏସଏମବି କ୍ଷେତ୍ର ପାଇଁ ଇନଭଏସିଂ, ମହଜୁଦ ସାମଗ୍ରୀ ପରିଚାଳନା, ପାଉଣା ସଂଗ୍ରହ, ବିଜନେସ ରିପୋର୍ଟିଂ ଏବଂ ସିଆରଏମ୍‍ ସକାଶେ ଗୋଟିଏ ସ୍ଥାନରେ ସମସ୍ତ ସମାଧାନ ଯୋଗାଣକାରୀ ହୋଇଛି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories