www.samajalive.in
Monday, December 8, 2025
27.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଓମିକ୍ରନ ପ୍ରକରଣରେ ପୁନଃସଂକ୍ରମଣ ଆଶଙ୍କା ଡେଲଟା ତୁଳନାରେ ୩ ଗୁଣ ଅଧିକ

ଭାରତରେ ୨୦୨୨ ଫେବ୍ରୁଆରୀରେ କୋଭିଡର ତୃତୀୟ ଲହର ବ୍ୟାପିବା ଆଶଙ୍କା

- Advertisement -

ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ; କୋହଲି ନେତୃତ୍ୱ ନେବେ, ଦଳକୁ ଫେରିବେ ରୋହିତ ଶର୍ମା ଓ ରିଶବ

ଦେଶରେ ୬୮୨୨ ନୂଆ କରୋନା ଆକ୍ରାନ୍ତ; ୨୨୦ ମୃତ

ଦିନକ ମଧ୍ୟରେ ୧୦,୦୦୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଆରୋଗ୍ୟ ହାର ୯୮.୩୬%

ଦୈନିକ ସଂକ୍ରମଣ ହାର ୦.୬୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୭୮%

ଦେଶରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୪୦,୭୯,୬୧୨ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୯୫,୦୧୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ଏପର୍ଯ୍ୟନ୍ତ ମୋଟ ୧୨୮.୭୬ କୋଟି ପାନ ଟିକା ଦିଆଯାଇସାରିଛି

ଗତ ସୋମବାର ସୁଦ୍ଧା ମୋଟ ୬୪,୯୪,୪୭,୦୧୪ ନମୁନା ପରୀକ୍ଷା କରାଯାଇଛି

ରାଜ୍ୟରେ ଦିନକରେ ୧୫୧ ଆକ୍ରାନ୍ତ; ଜଣେ ମୃତ

ଚିହ୍ନଟଙ୍କ ମଧ୍ୟରେ ସଂଗରୋଧରୁ ୮୯ ଓ ସ୍ଥାନୀୟ ସଂକ୍ରମିତ ୬୨

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୨ ଜଣ

ଅନୁଗୁଳ ଜିଲାରେ ୧, ବରଗଡ ୧, ଭଦ୍ରକ ୧, କଟକ ୬, ଢେଙ୍କାନାଳ ୨, ଗଜପତି ୨ ଓ ଗଞ୍ଜାମ ଜିଲାରେ ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଯାଜପୁରରେ ୬, ଝାରସୁଗୁଡା ୨, କେନ୍ଦ୍ରାପଡା ୨, କେନ୍ଦୁଝର ୧, ଖୋର୍ଦ୍ଧା ୬୩, କୋରାପୁଟ ୬, ମୟୁରଭଞ୍ଜ ୩, ନୟାଗଡ ୧, ପୁରୀ ୧୦, ରାୟଗଡା ୨, ସମ୍ବଲପୁର ୬, ସୋନପୁର ୧, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୧୬ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୨୪୮ ଜଣ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ମୋଟ ୧୦୩୯୯୨୧ ଜଣ ସୁସ୍ଥ ହୋଇସାରିଲେଣି

ରାଜ୍ୟରେ ସଂପ୍ରତି ୨୧୦୭ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଫସଲ କ୍ଷତି ସହି ନପାରି ହୃଦଘାତରେ ଚାଷୀର ମୃତ୍ୟୁ

ଆଜି ମଧ୍ୟ ବିଧାନସଭା ୪ଟା ପର୍ଯ୍ୟନ୍ତ ମୁଲତବୀ; କ୍ରମାଗତ ଷଷ୍ଠ ଦିନ ପାଇଁ ଗୃହରେ ଅଚଳାବସ୍ଥା ଜାରି

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories