www.samajalive.in
Monday, December 8, 2025
27.1 C
Bhubaneswar

ପୂଜ୍ୟପୂଜା ପରିଷଦର ପ୍ରତିଭା ସମ୍ମାନ ସମ୍ବର୍ଦ୍ଧନା ସଭା

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପୂଜ୍ୟପୂଜା ପରିଷଦ ପକ୍ଷରୁ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବାପୁଜୀ ବିଦ୍ୟାଶ୍ରମ ଓ ଇକୋ କ୍ଲବ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୂଜ୍ୟପୂଜାର ଆବାହକ ସରୋଜକାନ୍ତ ବିଶ୍ୱାଳ ପୌରହିତ୍ୟ କରିଥିଲେ। ପ୍ରଧାନଶିକ୍ଷକ ରବିନ୍ଦ୍ର ପରିଡା, ଶିକ୍ଷକ ଆଦିକନ୍ଦ କୁଣ୍ଡ, ହାଡିବନ୍ଧୁ ଭୂୟାଁ, ଆନନ୍ଦ କୁମାର ମଲ୍ଲିକ, ଶରତ ଚନ୍ଦ୍ର ସାହୁ, ପ୍ରହଲ୍ଲାଦ ରାଉତ, ଗଗନ ବିହାରୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ଓ ପ୍ରତିଭା ସମ୍ମାନ ଉପରେ ଆଲୋକପାତ କରିଥିଲେ। ଏଇ ଅବସରରେ ପରିବେଶ ସୁରକ୍ଷା ଓ ଉତିକଣ ସ୍ୱାଭିମାନ ପାଇଁ ସଂଗ୍ରାମୀ ଭାସ୍କର ରାଉତରାୟଙ୍କୁ ଧନେଶ୍ୱର ଧଳ ସ୍ମାରକୀ ସମ୍ମାନ, ଶିକ୍ଷାବିତ କଳାକର ଦାସଙ୍କୁ ବନ୍ଧୁ କୁଣ୍ଡ ସ୍ମାରକୀ ଆଦର୍ଶ ଶିକ୍ଷକ ସମ୍ମାନ , ମହେଶ୍ୱର ବଳଙ୍କୁ ସୁପାରୀ ଦେବୀ ସ୍ମାରକୀ ସମ୍ମାନରେ ସମ୍ମାନ କରାଯାଇଥିଲା।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories