www.samajalive.in
Tuesday, December 9, 2025
17.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ; ମା’ସମଲେଇଙ୍କ ନିକଟରେ ଲାଗି ନବାନ୍ନ

ଯୋଶିମଠରେ ଭୂକମ୍ପ ଅନୁଭୂତ; ତୀବତ୍ରା ରିକ୍ଟର ସ୍କେଲରେ ୪.୬

- Advertisement -

ଆଜି ଦିନରେ ଆମେରିକାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ (୯/୧୧)ର ୨୦ ବର୍ଷ ପୂରଣ ହୋଇଛି; ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମୃତକଙ୍କ ସ୍ମୃଚିଚାରଣ କରିବା ସହିତ ଏକତା ରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି

ନୂଆଁଖାଇ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ; ୧୨ ଓ ୧୩ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩୦ ନୂଆ ଆକ୍ରାନ୍ତ

ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୬୮ ଓ ସ୍ଥାନୀୟ ସଂକ୍ରମିତ ୨୬୨

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ୧୧୬ ଜଣ

ଅନୁଗୁଳ ଜିଲାରୁ ୫, ବାଲେଶ୍ୱର ୨୩, ବରଗଡ ୪, ଭଦ୍ରକ ୧୦, ବଲାଙ୍ଗିର ୩ ଓ ବଉଦ ଜିଲାରୁ ଜଣେ ଚିହ୍ନଟ

କଟକରୁ ୧୧୮, ଦେବଗଡ ୪, ଢେଙ୍କାନାଳ ୧୨, ଗଜପତି ୩, ଗଞ୍ଜାମ ୩, ଜଗତସିଂହପୁରରୁ ୧୧ ଜଣ ଚିହ୍ନଟ

ଯାଜପୁର ଜିଲାରେ ୩୨, ଝାରସୁଗୁଡା ୧, କଳାହାଣ୍ଡି ୧, କନ୍ଧମାଳ ୨ ଓ କେନ୍ଦ୍ରାପଡାରୁ ୮ ଚିହ୍ନଟ ହୋଇଛନ୍ତି
କେନ୍ଦୁଝରରେ ୪, ଖୋର୍ଦ୍ଧା ୨୨୧, କୋରାପୁଟରେ ୯, ମାଲକାନଗିରି ୪, ମୟୁରଭଞ୍ଜ ୨୦, ନବରଙ୍ଗପୁର ୨, ନୟାଗଡରେ ୧୭ ଚିହ୍ନଟ

ନୂଆପଡାରୁ ୧, ପୁରୀ ୧୬, ରାୟଗଡା ୭, ସମ୍ବଲପୁର ୧୩, ସୁନ୍ଦରଗଡ ୨୨, ଷ୍ଟେଟପୁଲରୁ ୫୩ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ଦିନକରେ ୬୮୯ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୭୦୨୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ନୂଆଁଖାଇ ଜୁହାର ; ପଶ୍ଚିମ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଦେଶରେ ନୂଆ ୩୩,୩୭୬ କରୋନା ସଂକ୍ରମିତ ଚିହ୍ନଟ

ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୩୦୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ଦେଶରେ ସଂପ୍ରତି ୩,୯୧,୫୧୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୫୪,୦୧,୯୬,୯୮୯ କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି

ଦେଶରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୭୩.୦୫ କୋଟି ପାନ କୋଭିଡ ଟିକା ଦିଆଯାଇଛି

ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ମୃତ

ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୯୨

୯/୧୧ ଅନୁରୂପ ଆକ୍ରମଣ ଆଶଙ୍କାକୁ ଅସ୍ୱୀକାର କରିହେବ ନାହିଁ- ବ୍ରିଟେନ ଗୁଇନ୍ଦା ମୁଖ୍ୟ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories