www.samajalive.in
Monday, December 8, 2025
27.1 C
Bhubaneswar

ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ!

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ ମିଳିଛି। ଏ ସଂକ୍ରାନ୍ତରେ ଆଜି ଇସ୍ରୋ ପକ୍ଷରୁ ତାଜା ସୂଚନା ଦିଆଯାଇଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ କରିଛି ମହାକାଶଯାନ ଚନ୍ଦ୍ରାୟନ-୨ର ଆର୍ବିଟର। ୨୦୧୯ରେ ଚନ୍ଦ୍ରକୁ ଯାଇଥିବା ଚନ୍ଦ୍ରାୟନ ୨ର ଅର୍ବିଟରରୁ ସୂଚନା। ଚନ୍ଦ୍ରରେ ଜଳଅଣୁ(ଏଚ୨ଓ) ଏବଂ ହାଇଡ୍ରୋକ୍ସିଲ୍(ଓଏଚ) ଥିବା ପ୍ରମାଣ ମିଳିଛି। ଚନ୍ଦ୍ରର କକ୍ଷ ପଥରେ ଇମେଜିଂ ଇନ୍‌ଫ୍ରାରେଡ ସ୍ପେ​‌େ​‌କ୍ଟ୍ରାମିଟର ଦ୍ବାରା ଜଣାପଡ଼ିଛି। ଆଗକୁ ଏଥି ନେଇ ଅଧିକ ଜଣାପଡ଼ିବ ବୋଲି ଇସ୍ରୋର ବୈଜ୍ଞାନିକ ପ୍ରକାଶ କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories