www.samajalive.in
Tuesday, December 9, 2025
16.1 C
Bhubaneswar

କିସମିସ୍‌ କୁ ପାଣିରେ ବତୁରାଇ ଖାଆନ୍ତୁ ; ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ପାଣିରେ କିସମିସ୍‌ କୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ବରଦାନରୁ କମ ନୁହେଁ । ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଜାଣନ୍ତୁ କିସମିସ୍‌ ବତୁରାଇ ଖାଇଲେ କି କି ଲାଭ ମିଳେ ।
– ଏଥିରେ ଆଇରନ, ପୋଟାସିୟମ, କ୍ୟାଲସିୟମ ଓ ବହୁ ପରିମାଣରେ ଫାଇବର ରହିଛି ।
-ହଳଦିଆ ଓ କଳା କିସମିସ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ।
-ନିୟମିତ ବତୁରା ଯାଇଥିବା ୧୦-୧୨ଟି କିସମିସ୍‌ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ ।
-ଏଥିରେ ଫାଇବର ମାତ୍ରା ଅଧିକ ରହିଥିବାରୁ ପେଟ ସଫା ରଖିଥାଏ ।
-ଏହାର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ ।
– ଯେଉଁମାନଙ୍କର ଓଜନ କମ ଓ ସେମାନେ ମୋଟା ହେବାକୁ ଇଚ୍ଛୁକ , ସେମାନେ ନିୟମିତ କିସମିସ୍‌ ଖାଇବା ଉଚିତ ।
-କିସମିସ୍‌ ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ ।
– ଏହି କିସମିସ୍‌ ର ସେବନ କରିବା ଦ୍ୱାରା ପାଟି ର୍ଦୁଗନ୍ଧ ଦୂର ହୋଇଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories