www.samajalive.in
Monday, December 8, 2025
20.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଓଡ଼ିଶାରେ ଦିନକ ମଧ୍ୟରେ ୧୬୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୩୯ ଏବଂ ସ୍ଥାନୀୟ ସଂକ୍ରମିତ ୬୯୦

ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ସୁନ୍ଦରଗଡରୁ ସର୍ବାଧିକ ୧୪

- Advertisement -

ମୋଟ ୯୪୭୩୮୧ ଜଣ କରୋନା ରୋଗୀ ସୁସ୍ଥ  ; ରାଜ୍ୟରେ ସଂପ୍ରତି ୧୭୭୪୬ ଜଣ ସକ୍ରିୟ ସଂକ୍ରମିତ

ଓଡ଼ିଶାରେ ମୋଟ ୧୫୭୧୮୮୯୦ କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି

‘ତୃତୀୟ ଲହର ଆଶଙ୍କାକ୍ଷୀଣ ’ ; ଗଜପତିରେ ସଂକ୍ରମଣ ଶୂନ୍

ଦେଶରେ ଦୈନିକ କରୋନା ସଂକ୍ରମଣ ଦୀର୍ଘ ୧୩୨ ଦିନ ପରେ ଦୈନିକ ସଂକ୍ରମଣ ହାର ହ୍ରାସ

୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୯,୬୮୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ

ଏଥିସହିତ ସେହି ସମୟ ମଧ୍ୟରେ ୪୨,୩୬୩ ଜଣ କରୋନା ରୋଗୀ ସୁସ୍ଥ ; ଆରୋଗ୍ୟ ଲାଭ କରିବା ହାର ୯୭.୩୯%

ସୋମବାର ସୁଦ୍ଧା ଦେଶରେ ମୋଟ ୪୫.୯୧ କୋଟି ନମୁନା ପରୀକ୍ଷା

ଦୈନିକ ସଂକ୍ରମଣ ହାର ୧.୭୩% ଏବଂ ସାପ୍ତାହିକ ସଂକ୍ରମଣ ୨.୩୩%

ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସି ୩,୯୮,୧୦୦ରେ ପହଞ୍ଚିଛି, ଯାହା ୧୨୪ ଦିନ ମଧ୍ୟରେ ସବୁଠାରୁ କମ୍‍
ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୪.୧୯ କୋଟି ପାନ ଟିକା ଦିଆଯାଇସାରିଛି

କାବୁଲରେ ଭାରତର ରାଷ୍ଟ୍ରଦୂତଙ୍କୁ ଭେଟିଲେ ଆଫଗାନ ପ୍ରତିନିଧି; ଶାନ୍ତି ପ୍ରକ୍ରିୟା ଉପରେ ଆଲୋଚନା

ପାକ ଅଧିକୃତ କାଶ୍ମୀର ନିର୍ବାଚନରେ ବ୍ୟାପକ ଜାଲିଆତି; ପାକିସ୍ତାନ ସୈନ୍ୟ ବାହିନୀ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଦୁଇଦିନିଆ ଭାରତ ଗସ୍ତ ; ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ହେବ ଆଲୋଚନା
ମୀରାବାଈଙ୍କୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିଯୁକ୍ତି

ଆସାମ- ମିଜୋରାମ ସୀମାରେ ହିଂସା : ୬ ପୁଲିସ ମୃତ, ୫୦ ଆହତ ; ଶାହାଙ୍କ ହସ୍ତକ୍ଷେପ ଲୋଡିଲେ ଦୁଇ ମୁଖ୍ୟମନ୍ତ୍ରୀ

କୁନ୍ଦ୍ରାଙ୍କ କାନପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟ ଜବତ ; ସାକ୍ଷୀ ପାଲଟିଲେ କୁନ୍ଦ୍ରାଙ୍କ କର୍ମଚାରୀ:‘ଆପ୍‌ରେ ଅଶ୍ଳୀଳ ଦୃଶ୍ୟ ପ୍ରସାରଣ ପାଇଁ ମନା କରିଥିଲୁ’

ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲା ଲଣ୍ଡନ ଉଚ୍ଚ ନ୍ୟାୟାଳୟ

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories