www.samajalive.in
Monday, December 8, 2025
27.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୯ ତମ ମନ କି ବାତ୍‍ ; ଟୋକିଓ ଅଲିମ୍ପିକ୍ସ ପାଇଁ ଯାଇଥିବା ଖେଳାଳୀଙ୍କୁ କଲେ ଭୂୟସୀ ପ୍ରଶଂସା ; ସମ୍ବଲପୁରର ଇଷାକ ମୁଣ୍ଡାଙ୍କୁ କଲେ ପ୍ରଶଂସା ; କହିଲେ ଇଷାକ ମୁଣ୍ଡା ଆମ ପାଇଁ ପ୍ରେରଣା

କାଲିର କାର୍ଗିଲ ବିଜୟ ଦିବସ ପାଳନ ନେଇ ମନେ ପକାଇଲେ ମୋଦୀ ; ଜୁଲାଇ ୨୬ କାର୍ଗିଲ ବିଜୟ ଦିବସକୁ ଅମୃତ ମହୋତ୍ସବ ଭାବେ ପାଳନ ହେବ

- Advertisement -

ଦେଶରେ ୨୪ ଘଣ୍ଟାରେ ଆଉ ୩୯,୭୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୩୫ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୦,୫୫୧

ଦିନକରେ ଆଉ ୩୯,୯୭୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏଯାଏଁ ୩,୦୫,୪୩,୧୩୮ ସୁସ୍ଥ

୪,୦୮,୨୧୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଏପର୍ଯ୍ୟନ୍ତ ୪୩,୩୧,୫୦,୮୬୪ ଟିକା ନେଇ ସାରିଛନ୍ତି

ରାଜ୍ୟରେ ଆଜି ୧୮୩୩ ନୂଆ କୋଭିଡ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ; ସଙ୍ଗରୋଧରୁ ୧୦୬୨ ଓ ସ୍ଥାନୀୟ ଅଂଚଳରୁ ୭୭୧

ରାଜ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୬୭ ଜଣକ ମୃତ୍ୟୁ ; ମୃତ୍ୟୁସଂଖ୍ୟା ୫୫୧୧କୁ ବୃଦ୍ଧି

୬ ଦିନ ପାଇଁ କେନ୍ଦ୍ରାପଡ଼ାରେ ୧୪୪ ଧାରା

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ଆଜି

ଖୁବ ଶୀଘ୍ର ରାଜ୍ୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା : ୫ ଲକ୍ଷ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ

ଭାରତ ସୀମାରେ ୧୬ ବିମାନଘାଟି ନିର୍ମାଣ କରୁଛି ଚୀନ୍‌

ଲଦାଖ ସୀମାକୁ ଭାରତ ପଠାଇଲା ଅତିରିକ୍ତ ୧୫ହଜାର ସୈନ୍ୟ

ବଦଳ ଖେଳାଳି ଭାବେ ଇଂଲଣ୍ଡ ଯିବେ ପୃଥ୍ବୀ, ସୂର୍ୟ୍ୟ ଓ ଜୟନ୍ତ

ପ୍ରମୋଦ ଦେଶର ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌

କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ଜ୍ଞାନବାପି ମସ୍‌ଜିଦ ଦେଲା ୧୭୦୦ ବର୍ଗଫୁଟ ଜମି

ମହାରାଷ୍ଟ୍ର ମୃତ୍ୟୁ ସଂଖ୍ୟା ୧୫୫, ଆହୁରି ୬୦ ନିଖୋଜ

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories