www.samajalive.in
Tuesday, December 9, 2025
17.1 C
Bhubaneswar

କରୁଛନ୍ତି କି ଏହି ଭୁଲ

ଅନେକ ଲୋକ ସକାଳେ ଓ ସଂଧ୍ୟାରେ ଚା ପିଇବାକୁ ପସନ୍ଦ କରନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଚା’ ପିଇବା ସମୟରେ ଛୋଟିଆ ଭୁଲ୍ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଚା’ ସହ ଜଡିତ କିଛି ଏମିତି ଭୁଲ ଯାହା ଭବିଷ୍ୟତରେ ଆପଣଙ୍କ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ ।
ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପରେ ଚା’ ପିଇବା ଅନୁଚିତ୍ । ଏହା ଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ଦ୍ବାରା ଖାଦ୍ୟର ପୋଷକ ତତ୍ବ ନଷ୍ଟ ହୋଇଯାଇଥାଏ ।
ଖାଲି ପେଟରେ କଦାପି ଚା’ ପିଅନ୍ତୁ ନାହିଁ । ଏହା ଏସିଡିଟି ବଢାଇବାରେ ସହାୟକ ହୁଏ । ତେଣୁ ସକାଳୁ ଉଠି ପ୍ରଥମେ ଏକ ଗ୍ଲାସ୍ ଗରମ ପାଣି ପିଅନ୍ତୁ ଏବଂ ପରେ ବିସ୍କୁଟ୍ ସହ ଚା’ ପିଅନ୍ତୁ ।
ଆବଶ୍ୟକୀୟଠାରୁ ଅଧିକ ଚା’ ପିଇବା କ୍ଷତିକାରକ ହୋଇପାରେ । ପୁରା ଦିନ ମଧ୍ୟରେ ୨ରୁ ୩ ଥର ଚା’ ବା କଫି ପିଇବା ଉଚିତ୍ ।
ଚା’ ଫୁଟିବା ସମୟରେ ବହୁତ ସମୟ ଫୁଟାଇବା ଅନୂଚିତ୍ । ଏହା ଏସିଡିଟିର ମୁଖ୍ୟ କାରଣ ଅଟେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories