www.samajalive.in
Monday, December 8, 2025
27.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ପାକିସ୍ଥାନର ଘୋଟକି ଜିଲାର ଧାରକି ନାମକ ସହର ନିକଟରେ ୨ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୪୫୩ ଏବଂ ସ୍ଥାନୀୟ ସଂକ୍ରମିତ ୨୬୬୫ , କଟକ ଜିଲାରୁ ସର୍ବାଧିକ ୬୪୦

- Advertisement -

ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ବୃଦ୍ଧି ; ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୧ ଆକ୍ରାନ୍ତ ଆଖି ବୁଜିଛନ୍ତି, ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପହଞ୍ଚିଛି

ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୬୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ହଜାର ୪୨୭ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୯ହଜାର ୧୮୬ରେ ପହଞ୍ଚିଛି

ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର  ଓ ବିସ୍ଫୋରକ ଜବତ ; ; ୨ ଗିରଫ

ଅବସରର ଚାରିବର୍ଷ ପରେ ମିଳିଲା ପଦୋନ୍ନତି; ବ୍ରିଗେଡିୟରରୁ ମିଳିଲା ମେଜର ଜେନେରାଲ ପାହ୍ୟା
ସ୍ୱର୍ଣ୍ଣ ମନ୍ଦିରରେ ଉଡିଲା ଖଲିସ୍ତାନି ପତାକା, ଲାଗିଲା ଭିନ୍ଦ୍ରନୱାଲେଙ୍କ ପୋଷ୍ଟର

ଅପରେସନ ବ୍ଲୁ ଷ୍ଟାରକୁ ୩୭ ବର୍ଷ ପୂରିଲା

କୋଭିଡ-୧୯ ଚିକିତ୍ସା ପାଇଁ ନିକ୍ଲୋସାମାଇଡର କ୍ଲିନିକାଲ ପରୀକ୍ଷଣ ଆରମ୍ଭ

କରୋନା ଭୂତାଣୁ ଗବେଷଣା ପାଇଁ ପେଣ୍ଟାଗନ ଦେଇଥିଲା ୩୯ ନିୟୁତ ଡଲାର

ପିଟର ଡାସକଙ୍କ ଏନଜିଓକୁ ଦିଆଯାଇଥିଲା ଅର୍ଥ; ଉହାନ ଲାବୋରେଟୋରୀରେ ଚାଲିଥିଲା ଗବେଷଣା
ପାକିସ୍ତାନରେ କୋଭିଡର ସାନି ଲହର ଆଶଙ୍କା

ପ୍ରତିକୂଳ ପାଗକୁ ନେଇ ଚିନ୍ତାରେ ଚୀନ ; ୯୦% ସୈନ୍ୟଙ୍କୁ ଅଦଳ ବଦଳ କରୁଛି

ଖେଳନା ତିଆରିରେ ପ୍ରଥମ, ଢ଼େଙ୍କାନାଳର ଝିଅ ମୁସ୍କାନ

କରୋନା ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ଚିକିତ୍ସା, ଏସ୍‌ସିବିରେ ଖୋଲିବ ‘ଏକ୍‍ମୋ’ ୟୁନିଟ୍‍

୯ ସୁଦ୍ଧା ଓଡ଼ିଶାରେ ମୌସୁମୀ

ନୀଳଗିରି ଏସଡିପିଓଙ୍କ ଚଢାଉ ; ବିପୁଳ ବିଦେଶୀ ମଦ ଜବତ

ନୀଳଗିରି ବିଧାୟକଙ୍କ ଚିଠିକୁ ନେଇ ବିବାଦ ; ରଥ ନିର୍ମାଣ ବନ୍ଦ କଲେ ଜିଲାପାଳ,ବିଭିନ୍ନ ମହଲରୁ ପ୍ରତିକ୍ରିୟା

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories