www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ଶହ ଶହ ବର୍ଷ ତଳର ଏହି ଆମ୍ବ ଗଛ ବିଷୟରେ ; ଏଥିରେ ହୋଇଥିଲା ପ୍ରଥମ ଆମ୍ବ

ସାଧାରଣତଃ ଅଧିକାଂଶ ଲୋକେ ଖରାଦିନକୁ ଅଧିକ ପସନ୍ଦ କରି ନଥାଆନ୍ତି। ମାତ୍ର ଏକ ବିଶେଷ କାରଣ ରହିଛି ଯାହା ଏହି ଦିନକୁ ସ୍ୱତନ୍ତ୍ର କରିଥାଏ। କାରଣ ଫଳ ମାନଙ୍କର ରାଜା ଆମ୍ବର ଏହା ଋତୁ। ଦେଶରେ ଆମ୍ବର ବହୁ ପ୍ରଜାତି ରହିଛି। ଯାହା ଭିନ୍ନ ଭିନ୍ନ ରାଜ୍ୟ ଅନୁଯାୟୀ ଆମ୍ବ ପ୍ରସିଦ୍ଧ। ଆଜି ଜାଣନ୍ତୁ ମଦର ଅଫ ମ୍ୟାଗୋ ଟ୍ରି (ଆମ୍ବ ଗଛମାନଙ୍କର ମାଆ) ବିଷୟରେ। ଆମ୍ବର ଏପରି ଏକ ଗଛ ବିଷୟରେ ଜାଣନ୍ତୁ, ଯାହା ୨୦୦ ବର୍ଷ ହେବ ନିଜ ଫଳ ଦ୍ୱାରା ଲୋକ ପାଟିକୁ ମିଠା ସ୍ୱାଦ ପ୍ରଦାନ କରି ଆସୁଛି। ଏହି ଆମ୍ବ ଗଛ ଦଶହରୀ ଆମ୍ବର। ଏହି ଆମ୍ବ ଖୁବ ପ୍ରସିଦ୍ଧ। ଯାହାର ରପ୍ତାନୀ ବିଦେଶକୁ ମଧ୍ୟ କରାଯାଉଛି। ଦଶହରୀ ଆମ୍ବର ପ୍ରଥମ ଗଛ ଲକ୍ଷେ୍ନø ନିକଟରେ ଦଶହରୀ ଗାଁରେ ଲଗାଯାଇଥିଲା। ଗାଁର ନାମ ଅନୁଯାୟୀ ହିଁ ଏହି ଆମ୍ବର ନାମ ଦଶହରୀ ରଖାଯାଇଛି। ଦଶହରୀ ଆମ୍ବର ପ୍ରଥମ ଗଛ ହିଁ ମଦର ଅଫ ମ୍ୟାଗୋ ଟ୍ରି ନାମରେ ଜଣାଶୁଣା। ଦଶହରୀ ଆମ୍ବ ଉତ୍ପାଦନରେ ଉତ୍ତରପ୍ରଦେଶ ପ୍ରଥମ ବୋଲି କୁହାଯାଏ।
ଉତ୍ତରପ୍ରଦେଶ ବ୍ୟତୀତ ଦଶହରୀ ଆମ୍ବ ଏବେଆନ୍ଧ୍ରପ୍ରଦେଶ ମଧ୍ୟ କରାଯାଉଛି। ଏହି ବିଶେଷ ପ୍ରଜାତି ଆମ୍ବକୁ ନେପାଳ,ପାକିସ୍ଥାନ,ମ୍ୟାଲେସିୟା,ହଙ୍ଗକଙ୍ଗ, ସିଙ୍ଗାପୁର ଓ ଦକ୍ଷିଣ କୋରିୟା ପର୍ଯ୍ୟନ୍ତ ରପ୍ତାନୀ କରାଯାଏ।

 

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories