www.samajalive.in
Monday, December 8, 2025
17.1 C
Bhubaneswar

ବାତ୍ୟା ‘ୟାସ’ରେ ବାଲେଶ୍ୱରରେ ୨୭୨୨ଟି ଗ୍ରାମ ପ୍ରଭାବିତ

ବାଲେଶ୍ୱର : ବାତ୍ୟା ‘ୟାସ’ର ପ୍ରଭାବ ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡାରେ ଦେଖିବାକୁ ମିଳିଥିଲା। ଆଜି ବାଲେଶ୍ୱରରେ ହୋଇଥିବା ବାତ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଜିଲା ପ୍ରଶାସନ ଦେଇଛନ୍ତି। ଜିଲାର ପ୍ରାୟ ୧୨ଟି ବ୍ଲକର ୨୭୨୨ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୧୯ ଲକ୍ଷ ୨୩ ହଜାର ୬୯୯ ଜଣ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି। ୪୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ୪,୮୦୯ଟି ଘର କ୍ଷତିଗ୍ରସ୍ତ ହୋଇଛି। ଭାଙ୍ଗିଥିବା ଘରର ମୂଲ୍ୟ ୧ କୋଟି ୯୭ ଲକ୍ଷ ୮୩ହଜାରରୁ ଅଧିକ ବୋଲି ଆକଳନ କରାଯାଇଛି। ବାତ୍ୟାରେ ପ୍ରାୟ ୨୪,୫୦୦ରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories