ଭୁବନେଶ୍ୱର : ଗୁରୁବାର ରାଜ୍ୟର କିଛି ସ୍ଥାନରେ ଝଡବର୍ଷା,ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସହ ବଜ୍ରପାତ ନେଇ ୧୨ ଜିଲାକୁ ୩ ଘଣ୍ଟା ପାଇଁ ସତର୍କତା ଜାରି ହୋଇଛି। ଜିଲା ଗୁଡିକ ମଧ୍ୟରେ ଖୋର୍ଦ୍ଧା, କଟକ, ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ, ବାଲେଶ୍ୱର ରହିଛି। ଏହି ସମୟରେ କାମ ନଥିଲେ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।
Popular Categories



